ଏଣିକ ସ୍କୁଲରେ କୋଭିଡ୍ ସଚେତନତା ପାଠ ପଢିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ
Khabar Odisha:The-10th-grade-students-will-be-studying-Covid-Awareness-at-School
ଭୁବନେଶ୍ୱର, ଜୁଲାଇ ୧୦(ଖବର ଓଡିଶା):

ଏଣିକି ସ୍କୁଲରେ କୋଭିଡ୍ ସଚେତନତା ପାଠ ପଢିବେ ଛାତ୍ରଛାତ୍ରୀ । କୋଭିଡ ଭୟାବହତା ସମ୍ପର୍କରେ ମାନସିକ ସ୍ତରରେ ପ୍ରସ୍ତୁତ କରାଯିବ । ୧୦ମ ଶ୍ରେଣୀ ପାଠ୍ୟପୁସ୍ତକରେ ସ୍ଥାନିତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । 

୨୦୨୨-୨୩ ଶିକ୍ଷା ବର୍ଷ ପାଇଁ କୋର୍ସ ପାର୍ଟନ ଦିଆସରିଛି । ଏଥର ୧୦୦ ମାର୍କ ଉପରେ ହେବ ପରୀକ୍ଷା । ଯେମିତି ସେମିଟିଭ ୧ ଆଉ ୨ ଥିଲା ସେହି ଅନୁସାରେ ପରୀକ୍ଷା କରାଯିବ । ଜଳବାୟୁ ପରିବର୍ତ୍ତନ ହେଉଥିବାରୁ ଏହି ବିଷୟରେ ପାଠ ପଢିବେ ବିଦ୍ୟାର୍ଥୀ । 

ପିଲାମାନଙ୍କୁ ପୂର୍ବରୁ ପ୍ରସ୍ତୁତ ରଖିବା ଲାଗି ବିଭାଗ ନିଷ୍ପତ୍ତି ନେଇଛି । ସେହିପରି ଥଣ୍ଡା କି ଜ୍ୱର ହୋଇଥିଲେ ସ୍କୁଲ ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

  • Tags:

Subscribe

National International State Sports Entertainment