ଆଜିଠୁ ଯୁକ୍ତ ଦୁଇ ମୂଲ୍ୟାୟନ ଆରମ୍ଭ, ୨ ଟି ସିପ୍ଟ ରେ ଖାତାଦେଖା
Khabar Odisha:Plus-two-evaluation-starts-from-today
ଭୁବନେଶ୍ୱର, ଜୁନ ୧ ( ଖବର ଓଡ଼ିଶା):

 ଆଜିଠୁ ଯୁକ୍ତ ଦୁଇ ଇ - ମୂଲ୍ୟାୟନ ଆରମ୍ଭ । ରାଜ୍ୟର ୩୬ଟି ଅନଲାଇନ ମୁଲ୍ୟାୟନ କେନ୍ଦ୍ରରେ ଯୁକ୍ତ ୨ ଖାତା ଦେଖା । 

୨ଟି ପର୍ଯ୍ୟାୟରେ ଏବଂ ୨ଟି ସିଫ୍ଟରେ ଇ- ମୁଲ୍ୟାୟନ ବ୍ୟବସ୍ଥା ହେଉଛି ।ପ୍ରଥମ ସିଫ୍ଟ ସକାଳ ୭ଟାରୁ ଦିନ ୧୨ ଟା ୩୦ ଓ ଦ୍ବିତୀୟ ସିଫ୍ଟ ଅପରାହ୍ନ ୧ ଟାରୁ ସନ୍ଧ୍ୟା ୬ଟା ୩୦ ଯାଏଁ ଚାଲିବ । ସେହିପରି ଜୁନ ୮ ତାରିଖରୁ ଅଫଲାଇନରେ ଖାତା ମୁଲ୍ୟାୟନ ହେବ । ୨୩ଟି କେନ୍ଦ୍ରରେ ପରୀକ୍ଷା ଖାତା ମୁଲ୍ୟାୟନ ହେବ । ଏଥିସହ ମୂଲ୍ୟାୟନ କେନ୍ଦ୍ରରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯିବ । ୪୫ ଦିନ ମଧ୍ୟରେ  ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ  ରଖାଯାଇଛି ।

  • Tags:

Subscribe

National International State Sports Entertainment