ଯୁକ୍ତ ୨ ନାମଲେଖା: ଆଜିଠୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା, ୧୭ରେ ପ୍ରକାଶ ପାଇବ ମେରିଟ୍ ଲିଷ୍ଟ
Khabar Odisha:Plus-2-Enrollment-The-application-process-will-begin-today-the-merit-list-will-be-published-on-the-19th
ଭୁବନେଶ୍ୱର, ଜୁଲାଇ ୨୦(ଖବର ଓଡିଶା):

ଆଜିଠାରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ୨୦୨୨-୨୩ ଶିକ୍ଷା ବର୍ଷରେ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଅନଲାଇନ ମୋଡରେ ନାମଲେଖା ପ୍ରକ୍ରିୟା ହେବ ।

ତେଣୁ ଛାତ୍ରଛାତ୍ରୀମାନେ  www.samsodisha.gov.in ୱେବସାଇଟ ମାଧ୍ୟରେ ଅଗଷ୍ଟ ୧୧ ତାରିଖ ସୁଦ୍ଧା ଆବେଦନ କରିପାରିବେ । 

ଅଗଷ୍ଟ ୧୭ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଯୋଗ୍ୟ ଛାତ୍ରଛାତ୍ରୀ ଅଗଷ୍ଟ ୧୯ରୁ ୨୫ ତାରିଖ ମଧ୍ୟରେ ନାମଲେଖିବେ । ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ପୀମାନେ ଯଦି ଅପସନ ଦେଇଥିବା ଅନ୍ୟ କଲେଜରେ ନାମ ଲେଖାଇବାକୁ ଚାହୁଥିବେ ତେବେ ୧୯ରୁ ୨୭ ତାରିଖ ମଧ୍ୟରେ ସ୍ଲାଇଡ ଅପ ଅନୁରୋଧ ଦେଇପାରିବେ ।

  • Tags:

Subscribe

National International State Sports Entertainment