ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ISI ସମର୍ଥିତ ଏକ ଆନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ରାକେଟ୍ର ପର୍ଦ୍ଦାଫାଶ କରିଛି। ପୁଲିସ ଡ୍ରୋନ୍ ଏବଂ ସୀମା ପଥ ଦେଇ ଭାରତ ଅଣାଯାଇଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି ନେଟୱାର୍କର ମୁଖ୍ୟ ସର୍ଦ୍ଦାର ହେଉଛି ଶାହବାଜ ଅନ୍ସାରୀ, ଯାହାର ନାମ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ମଧ୍ୟ ସାମ୍ନାକୁ ଆସିଥିଲା।
Read More >