ବଙ୍ଗୋମୁଣ୍ଡା ଥାନା ଆଇଆଇସି ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଲ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ
Khabar Odisha:Bangomunda-police-station-IIC-arrested-vigilance-arrested-on-suspicion-of-embezzlement
କଣ୍ଟାବାଞ୍ଜି, ଡିସେମ୍ବର ୧(ଖବର ଓଡିଶା):

ଗିରଫ ହେଲେ ବଙ୍ଗୋମୁଣ୍ଡା ଥାନା ଆଇଆଇସି ବିନୋଦ ନାୟକ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଲ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଆଇଆଇସି । ବିନୋଦଙ୍କ ଘରୁ ୫ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । 

ସୂଚନା ଅନୁସାରେ, ମଙ୍ଗଳବାର ଲକ୍ଷାଧିକ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ବରଗଡ ଟୋଲ୍ ଗେଟ୍ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ।

ସେହିପରି ବିନୋଦଙ୍କ କାରରୁ ଭିଜିଲାନ୍ସ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ଜବତ ହୋଇଥଇବା ବେଳେ ଅଧିକ ଖୋଳତାଡ ଜାରି ରହିଥିଲା । ତେବେ ବୁଧବାର ବଙ୍ଗୋମୁଣ୍ଡା ଥାନାରେ ଭିଜିଲାନ୍ସ ଟିମ୍ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା ।

  • Tags:

Subscribe

National International State Sports Entertainment