ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବନ୍ଦାୟୁରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ପ୍ଲାଣ୍ଟ ଭିତରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡ ହୋଇଛି । ଏଚପି ଇଥାନଲ୍ ପ୍ଲାଣ୍ଟର ପରିଚାଳନା ନିର୍ଦ୍ଦେଶକ ସୁଧୀର କୁମାର ଗୁପ୍ତା ଏବଂ ସହ ପରିଚାଳନା ନିର୍ଦ୍ଦେଶକ ହର୍ଷିତ ମିଶ୍ରାଙ୍କ ଉପରେ ଗୁଳି ମାଡ଼ ହୋଇଛି । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଯାଇଛି ।
Read More >