ଗଜପତିଙ୍କ ଅଧ୍ୟକ୍ଷତାରେ ଚାଲିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
Khabar Odisha:state-odisha-srimandir-commite-meeting-held-at-puri
ପୁରୀ, ଫେବୃଆରୀ ୦୫ (ଖବର ଓଡ଼ିଶା) :

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପରିଚାଳନା କମିଟି ବୈଠକ ବସିଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ହେଉଛି। ଏହି ବୈଠକରେ ଉପଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏଏସଆଇ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଏତଦ୍ ବ୍ୟତୀତ ବିଭିନ୍ନ ନିଯୋଗର ପରିଚାଳନା କମିଟି ସଦସ୍ୟ ମଧ୍ୟ ବୈଠକରେ ସାମିଲ ଅଛନ୍ତି। 

Subscribe

National International State Sports Entertainment