ଭୁବନେଶ୍ୱର: ଓଡ଼ିଆ ଅସ୍ମିତାକୁ ନେଇ ନିର୍ବାଚନ ଲଢ଼ିଥିବା ବିଜେପି ସରକାର ବଜେଟ୍ ମଧ୍ୟ ସ୍ଥାନ ଦେଇଛନ୍ତି । ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ରେ ‘ଓଡ଼ିଆ ଅସ୍ମିତା’ ପ୍ରାଧାନ୍ୟ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗାମୀ ଆର୍ଥିକ ବର୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ୪୮୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।
Read More >