ପବିତ୍ର ଶ୍ରୀପଞ୍ଚମୀରେ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ଆଜି ହେବ ରଥକାଠ ଅନୁକୂଳ
Khabar Odisha:
ଭୁବନେଶ୍ୱର, ଫେବୃଆରୀ 16(ଖବର ଓଡିଶା) :

ଆଜି ପବିତ୍ର ଶ୍ରୀପଞ୍ଚମୀ  । ଏହି ଅବସରରେ ଆଜି ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ରଥକାଠ ଅନୁକୂଳ ହେବ  । ତିନୋଟି ରଥ ପାଇଁ ଆଜି କାଠ ଅନୁକୂଳ କରି ପୂଜାର୍ଚ୍ଚନା କରାଯିବ ।

ଧଉରା କାଠକୁ ଶ୍ରୀମମନ୍ଦିର ରଥଖଳାରେ ପୂଜାର୍ଚ୍ଚନା କରାଯିବ । ପରମ୍ପରା ଅନୁସାରେ ବ୍ରାହ୍ମଣମାନେ କାଠକୁ ବନ୍ଦାପନା କରି ପୂଜା କରିବେ  । 3 ରଥ ପାଇଁ ଆବଶ୍ୟକୀୟ କାଠ ରଥଖଳାରେ ରଖାଯିବା ପରେ ରାମନବମୀରେ ରଥକାଠ ଚିରଟ କରାଯିବ  । ସେହିପରି ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ 

 

 

  • Tags:

Subscribe

National International State Sports Entertainment