ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଦିଲ୍ଲୀରେ ଡିସିପିଙ୍କୁ ଭେଟି କକ୍ରୋଚ୍ ଜନତା ପାର୍ଟି ପ୍ରତିବାଦ ସମୟରେ ପେଲେଟ୍ ଗନ୍ ବ୍ୟବହାର କରିଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୀଡ଼ିତ ସାହିଲ ଲୋଚବଙ୍କ ସହିତ ଯାଇ ଅଭିଯୋଗ ଗ୍ରହଣ କରିବାକୁ ଦାବି କରିଛନ୍ତି । Read More >
ଜୟପୁର: ରାଜସ୍ଥାନର ସରକାରୀ ବିଦ୍ୟାଳୟଗୁଡ଼ିକର ଅବସ୍ଥାକୁ ନେଇ ଚାଲିଥିବା ବିବାଦ ଏବେ ହିଂସାତ୍ମକ ମୋଡ଼ ନେଇଛି। ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ସହ-ଆବାହକ ଆଶୁତୋଷ ରଙ୍କା ଏବଂ ତାଙ୍କ ଟିମ୍ ଉପରେ ଜୟପୁର ନିକଟସ୍ଥ ରାମପୁରା-କାୱାରପୁରା Read More >
ନୂଆଦିଲ୍ଲୀ: ଦେଶର ନୂତନ ସଂସଦ ଭବନର କାର୍ଯ୍ୟକାରିତା ଏବଂ ଗଠନ ଶୈଳୀକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶୀ ଥରୁର ଏକ ବଡ଼ଧରଣର ପ୍ରଶ୍ନ ଉଠାଇଛନ୍ତି। Read More >
ନୂଆଦିଲ୍ଲୀ: ରାଜସ୍ଥାନ ରାଜଧାନୀ ଜୟପୁରରେ “ସ୍କୁଲ ଠିକ୍ କରୋ” ଅଭିଯାନ ଚଳାଇଥିବା କକ୍ରୋଚ ଜନତା ପାର୍ଟିକୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡ଼ିଛି । ଶୁକ୍ରବାର ସିଜେପିର ସହ ସଂଯୋଜକ ଆଶୁତୋଷ ରାଙ୍କା ଏବଂ ତାଙ୍କ ଟିମ୍ ରାମପୁରା-କନୱାରପୁରା ଗ୍ରାମରେ ସରକାରୀ ବିଦ୍ୟାଳୟର ସ୍ଥିତି ପରଖିବାକୁ ଯାଇଥିବାବେଳେ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି । Read More >
ମହାବଳୀପୁରମ୍: କାବେରୀ ନଦୀ ଜଳବଣ୍ଟନ ଏବଂ କର୍ଣ୍ଣାଟକର ବହୁଚର୍ଚ୍ଚିତ 'ମେଖେଦାତୁ ଡ୍ୟାମ୍' ପ୍ରକଳ୍ପକୁ ନେଇ କର୍ଣ୍ଣାଟକ ଏବଂ ତାମିଲନାଡୁ ମଧ୍ୟରେ ପୁଣି ଥରେ ରାଜନୀତି ସରଗରମ ହୋଇଛି। ଚେନ୍ନାଇ ନିକଟସ୍ଥ ମହାବଳୀପୁରମ୍ଠାରେ ଅନୁଷ୍ଠିତ ଦକ୍ଷିଣାଞ୍ଚଳ ପରିଷଦ Read More >
ରାଞ୍ଚି: ଝାଡ଼ଖଣ୍ଡରେ ଜେପିଏସସି (JPSC) ପରୀକ୍ଷା ବାତିଲ ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଭିନ୍ନ ମୋଡ଼ ନେଇଛି। ସରକାରଙ୍କ ପରୀକ୍ଷା ବାତିଲ ନିଷ୍ପତ୍ତି ଉପରେ ହାଇକୋର୍ଟ ରୋକ୍ ଲଗାଇବା ପରେ, ହେମନ୍ତ ସୋରେନ୍ ସରକାର ଛାତ୍ରଛାତ୍ରୀଙ୍କ ସ Read More >
ନୂଆଦିଲ୍ଲୀ: ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କର ଗୁରୁବାର ନିଧନ ହୋଇଯାଇଛି । ୧୯୮୪ ଶିଖ ଦଙ୍ଗା ମାମଲାରେ ତିହାଡ଼ରେ ଆଜୀବନ ସଜା କାଟୁଥିବା ସଜ୍ଜନ କୁମାରଙ୍କ ଦେହାନ୍ତ ହୋଇଛି । ଦିଲ୍ଲୀ ସଫରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତର ବେଳେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । Read More >
ନୂଆଦିଲ୍ଲୀ: 'ବନ୍ଦେ ମାତରମ୍'କୁ ନେଇ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ର ନିଷ୍ପତ୍ତି ପରେ ଦେଶର ରାଜନୈତିକ ପାଣିପାଗ ସରଗରମ ହୋଇଉଠିଛି Read More >
ଚେନ୍ନାଇ: ତାମିଲନାଡୁ ବିଧାନସଭାରେ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ଉତ୍ତେଜନା କ୍ରମଶଃ ବୃଦ୍ଧି ପାଉଛି। ରାଜ୍ୟରେ ପୂର୍ବତନ ଡିଏମକେ ସରକାର ଅମଳର କଥିତ ଦୁର୍ନୀତି Read More >
ନୂଆଦିଲ୍ଲୀ: ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ କୁ ନେଇ କଂଗ୍ରେସ ନିଜର ଆଭିମୁଖ୍ୟ ପୁଣି ଥରେ ସ୍ପଷ୍ଟ କରିଛି। ଦଳର ସାଧାରଣ ସମ୍ପାଦକ କେ. ସି. ଭେଣୁଗୋପାଳ ପ୍ରକାଶ କରିଛନ୍ତି Read More >
ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ଶିବାଜୀ ମାଝୀଙ୍କ ଅକାଳ ବିୟୋଗ ହୋଇଛି । ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ତାଙ୍କ ନିଜ ଗାଁ ଦାନାରୀଗୁଡ଼ାରେ ତାଙ୍କର ବିୟୋଗ ଘଟିଛି । ତାଙ୍କ ବିୟୋଗ ଖବର ପ୍ରଚାର ହେବା ପରେ କଳାହାଣ୍ଡି ଜିଲ୍ଲା ସମେତ ବିଭିନ୍ନ ମହଲରେ ଶୋକ ଛାୟା ଖେଳି ଯାଇଛି । Read More >
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ବଡ଼ ସାଙ୍ଗଠନିକ ପରିବର୍ତ୍ତନ କରାଯାଇଛି । କିଛି ପୁରୁଖା ନେତାଙ୍କ ସ୍ଥାନ ବଜାୟ ରହିଥିବାବେଳେ ନୂଆ ଚେହେରା ମଧ୍ୟ ନିତିନଙ୍କ ଟିମରେ ସାମିଲ ହୋଇଛନ୍ତି । ଏହା ସହିତ କିଛି ପୁରୁଣା ନେତାଙ୍କୁ ପୁଣି ଦଳର ପଦପଦବୀରେ ଅବସ୍ଥାନ କରାଯାଇଛି । Read More >
ଓଡ଼ିଶାରେ ବଡ଼ ନିବେଶ: ମଞ୍ଜୁର ହେଲା ୨,୭୮୦ କୋଟିର ୧୪ଟି ପ୍ରକଳ୍ପ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ୍ଵ ଚାକିରି
ଇଂଲଣ୍ଡ ବିପକ୍ଷରେ ପାକିସ୍ତାନର ଶୋଚନୀୟ ପରାଜୟ: ଗୋଟିଏ ଇନିଂସ ଓ ୧୦୩ ରନ୍ରେ ମ୍ୟାଚ୍ ଜିତିଲା ଘରୋଇ ଟିମ୍
ଭାରତରେ ରାଜନୈତିକ ସ୍ଥିରତା, ପିଏମ ମୋଦୀ କହିଲେ- ଆମ ପାଇଁ ସୁଧାର ବାଧ୍ୟବାଧକତା ନୁହେଁ
ଖରିଫ ଧାନ ବିକ୍ରୟ ପାଇଁ ଗୋଟିଏ ଦିନରେ ପଞ୍ଜିକରଣ କଲେ ଏକ ଲକ୍ଷରୁ ଅଧିକ ଚାଷୀ