ଇସ୍ଲାମାବାଦ: ପାକିସ୍ତାନର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଆଦିଆଲା ଜେଲରୁ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ଏହି Read More >
ଭାରତ-ଜାପାନ ପ୍ରତିରକ୍ଷା ସହଯୋଗକୁ ନୂଆ ରଫ୍ତାର, ସାମୁଦ୍ରିକ ସୁରକ୍ଷାରୁ ନେଇ ଡିଫେନ୍ସ ଟେକ୍ନୋଲୋଜି ପର୍ଯ୍ୟନ୍ତ ଅନେକ ବଡ଼ ନିଷ୍ପତ୍ତି Read More >
ଟ୍ରମ୍ପଙ୍କ ନିକଟତର କୁହାଯାଉଥିବା ଗୋର୍ ଖୋଲାଖୋଲି ଭାବେ କାଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିବା ପ୍ରମାଣିତ କରୁଛି ଯେ, ବିଶ୍ୱର ମହାଶକ୍ତିମାନେ ଏବେ ଜମ୍ମୁ-କାଶ୍ମୀରର ସତ୍ୟତାକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିସାରିଛନ୍ତି। Read More >
ପାକିସ୍ତାନ ବିରୁଦ୍ଧରେ ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତୀୟ କର୍ତ୍ତୃପକ୍ଷ ଦିଲ୍ଲୀରେ ଥିବା ପାକିସ୍ତାନ ଉଚ୍ଚାୟୋଗ ବାହାରେ ବାହ୍ୟ ସୁରକ୍ଷା କର୍ଡନ୍ ହଟାଇ ଦେଇଛନ୍ତି। କୂଟନୈତିକ କମ୍ପ୍ଲେକ୍ସକୁ ସୁରକ୍ଷା ଦେବା ପାଇଁ ରାସ୍ତାରେ ରଖାଯାଇଥିବା ଟ୍ରାଫିକ୍ ବ୍ୟାରିକେଡ୍ ଏବଂ କଂକ୍ରିଟ୍ ବୋଲାର୍ଡଗୁଡ଼ିକୁ ହଟାଇ ରାସ୍ତା ସଫା କରାଯାଇଛି। Read More >
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଏକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି। ଏହାକୁ "ଅର୍ଥନୈତିକ ଡି-ଡେ" ବୋଲି ଅଭିହିତ କରିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଏହା କୌଣସି ଦେଶ ବିରୁଦ୍ଧରେ ନିଆଯାଇଥିବା ସବୁଠାରୁ Read More >
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ନେଇ ଆମେରିକାର ସ୍ପଷ୍ଟୋକ୍ତି ପରେ ପାକିସ୍ତାନ ରକ୍ତ ଚାଉଳ ଚୋବାଉଛି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଜିଓ ଗୋର ଜମ୍ମୁ-କଶ୍ମୀରକୁ ଭାରତର ଏକ "ଅବିଚ୍ଛେଦ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ" ବୋଲି ବର୍ଣ୍ଣନା କ Read More >
ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସିଙ୍ଗାପୁରରେ ନୂତନ ଭାରତୀୟ ଉଚ୍ଚାୟୋଗ ପରିସରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଭାରତ-ସିଙ୍ଗାପୁର ବୈଠକରେ ବ୍ୟବସାୟ, ନିବେଶ, ପ୍ରତିରକ୍ଷା, ଡିଜିଟାଲ୍ ଟେକ୍ନୋଲୋଜି ଏବଂ ରଣନୈତିକ ସହଭାଗିତାକୁ ମଜବୁତ୍ କରିବା ଉପରେ ଆଲୋଚନା ହେବ। Read More >
ପାକିସ୍ତାନ ସରକାର ଇମ୍ରାନ୍ ଖାନ୍ଙ୍କୁ ହସ୍ପିଟାଲ୍କୁ ସିଫ୍ଟ କରିବାକୁ ଖୋଲାଖୋଲି ବିରୋଧ କରିଛନ୍ତି। ସେନାପ୍ରମୁଖ ମୁନୀର୍ ମଧ୍ୟ ଏହାର ପକ୍ଷରେ ନଥିଲେ, କିନ୍ତୁ ୱାଇଟ୍ ହାଉସ୍ (White House) ର ଗୋଟିଏ ନିର୍ଦ୍ଦେଶ ପୂରା ଖେଳ ବଦଳାଇ ଦେଲା। କିପରି, ଆସନ୍ତୁ ଜାଣିବା... Read More >
ମଧ୍ୟ ଆଫ୍ରିକୀୟ ପ୍ରଜାତନ୍ତ୍ରର ଆବ୍ବା ଅଞ୍ଚଳରେ ଖଣି ଧସିବା ଯୋଗୁଁ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଛି, ଯେତେବେଳେ କି ଅନେକ ମଲବାରେ ଫସି ରହିଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ମାତ୍ର ଫସି ରହିଥିବା ଲୋକମାନେ ଜୀବିତ ବଞ୍ଚିବାର ସମ୍ଭାବନା କମ୍ ରହିଛି। Read More >
ବାଂଲାଦେଶରେ ଭାରତୀୟ ଉଚ୍ଚାୟୁକ୍ତ ଦିନେଶ ତ୍ରିବେଦୀ ଉଭୟ ଦେଶକୁ ମତଭେଦରୁ ଆଗକୁ ବଢ଼ି ସମ୍ପର୍କ ଗଠନ ପାଇଁ ଏକାଠି କାମ କରିବାକୁ ଅନୁରୋଧ କରିଛନ୍ତି। ସେ ମଙ୍ଗଳବାର ବିଳମ୍ବିତ ରାତିରେ ଢାକାରେ ବିଶିଷ୍ଟ ବାଂଲାଦେଶୀ ବ୍ୟବସାୟୀ ନେତା ଏବଂ ଭାରତୀୟ ଶିଳ୍ପ ମହାସଂଘର ଏକ ପ୍ରତିନିଧିମଣ୍ଡଳକୁ ସମ୍ମାନିତ କରିବା ପାଇଁ ଏକ କାର୍ଯ୍ୟକ୍ରମରେ ଏହି ବକ୍ତବ୍ୟ ଦେଇଥିଲେ। ବାଂଲାଦେଶର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଶାମା ଓବୈଦ ଇସଲାମ ଏବଂ ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ ମଧ୍ୟ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ। Read More >
ସଂଯୁକ୍ତ ଆରବ ଏମିରେଟ୍ସ ଇରାନ ବିରୁଦ୍ଧରେ ଏକ ବଡ଼ ପଦକ୍ଷେପ ନେଇଛି, ତା ସହିତ ସମସ୍ତ ବାଣିଜ୍ୟ ଏବଂ ଆର୍ଥିକ କାରବାରକୁ ସ୍ଥଗିତ ରଖିଛି। ମଙ୍ଗଳବାର ଦିନ ୟୁଏଇର ବୈଦେଶିକ ମନ୍ତ୍ରଣାଳୟ ଏହି ଘୋଷଣା କରିଛି। ମଙ୍ଗଳବାର ଦିନ ୟୁଏଇ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯିବା ପରେ ଏହି ପଦକ୍ଷେପ ନିଆଯାଇଛି। ୟୁଏଇ ଅଭିଯୋଗ କରିଛି ଯେ ଇରାନ ତା'ର ଅଞ୍ଚଳ ଆଡ଼କୁ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। Read More >
ଉତ୍ତର-ପଶ୍ଚିମ ଚୀନ୍ର କିଙ୍ଗହାଇ ପ୍ରଦେଶରେ ବୁଧବାର ସ୍ଥାନୀୟ ସମୟ ସକାଳ ୫:୩୬ ସମୟରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଚୀନ୍ ଭୂମିକମ୍ପ ନେଟୱାର୍କ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୫.୬ ଥିଲା। ଏହାର କେନ୍ଦ୍ରସ୍ଥଳ କିଙ୍ଗହାଇର ହାଇକ୍ସି ପ୍ରଦେଶରେ ଭୂମିଠାରୁ ପ୍ରାୟ ୧୦ କିଲୋମିଟର ତଳେ ଅବସ୍ଥିତ ଥିଲା। Read More >
ମେଖେଦାତୁ ଡ୍ୟାମ୍ ବିବାଦ: ଡିକେ ଶିବକୁମାର ଦାବି କଲେ, ନୀରବ ରହିଲେ ବିଜୟ; ସରକାରଙ୍କୁ ଘେରିଲା ଡିଏମକେ
ବିଶ୍ୱ ଚାମ୍ପିଅନସିପ୍ରୁ ବାଦ୍ ପଡ଼ିଲେ ପିଭି ସିନ୍ଧୁ:ଇତିହାସରେ ପ୍ରଥମ ଥର ପାଇଁ ଚୀନ୍ ଖେଳାଳିଙ୍କଠୁ ହାରିଲେ ଷ୍ଟାର୍ ଶଟଲର୍
କିଛି ସମୟ ପରେ ଜେଲରୁ ହସ୍ପିଟାଲ ସ୍ଥାନାନ୍ତର ହେବେ ଇମ୍ରାନ ଖାନ, ସହରରେ ଆଲର୍ଟ ଜାରି
JPSC ପରୀକ୍ଷା ବିବାଦ: ହାଇକୋର୍ଟଙ୍କ ରୋକ୍ ପରେ ସରକାରଙ୍କ ବିରୋଧରେ ବର୍ଷିଲେ ଛାତ୍ରନେତା, ୨୪ ଜିଲ୍ଲାରେ ହେବ ମୁଖ୍ୟମନ୍ତ୍ରୀଙ୍କ ପୁତ୍ତଳିକା ଦାହ