ଭିଜିଲାନ୍ସ ଜାଲରେ ପୂର୍ତ୍ତବିଭାଗ କିରାଣୀ ଉମାରାଣୀ
Khabar Odisha:clerk-Umarani-is-in-vigilance-net
ବାଲେଶ୍ୱର,ମେ ୮(ଖବର ଓଡ଼ିଶା): ଭିଜିଲାନ୍ସ ଜାଲରେ ପୂର୍ତବିଭାଗ କିରାଣୀ ଉମାରାଣୀ ମାଇତି ଧରା ପଡିଛନ୍ତି । ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ରେଡ କରିଛି । ଉମାରାଣୀଙ୍କ ଅଫିସ ସମେତ ଭିଜିଲାନ୍ସ ଏକକାଳୀନ ୩ଟି  ସ୍ଥାନରେ ରେଡ  କରିଛି ।
 
ଉମାରାଣୀଙ୍କ ଗୋପସ୍ଥିତ ଘର, ଅଫିସ ଓ ପୁରୀ ବାସଭବନରେ ଭିଜିଲାନ୍ସର ୩ଟି ଟିମ ଆଜି ସକାଳୁ ଚଢଉ କରିଛନ୍ତି ।
  • Tags:

Subscribe

National International State Sports Entertainment