ଲୋଭ ମଣିଷର କ୍ଷତି ପହଞ୍ଚାଇଥାଏ। ସରକାରୀ ଚାକିରି କରୁଥିବା ଅନେକ ଉଚ୍ଚପଦସ୍ଥ ଅଧିକାରୀ ଲକ୍ଷାଧିକ ଟଙ୍କା ଦରମା ପାଉଥିଲେ ମଧ୍ୟ, ସାଧାରଣ ଲୋକଙ୍କ କାମ ବିନା ଲାଞ୍ଚରେ କରନ୍ତି ନାହିଁ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଅନେକ କର୍ମଚାରୀ ଧରାପଡୁଥିଲେ ମଧ୍ୟ ଏଥିରୁ ଅନ୍ୟମାନେ କିଛି ଶିଖି ପାରୁ ନାହାନ୍ତି ଅଥବା ଦୁଃସାହାସ କରୁଛନ୍ତି।
Read More >