ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଦୁଇଟି ପୃଥକ ଅପହରଣ ମାମଲାର ବିଚାର କରି କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି କାରାଦଣ୍ଡ ଓ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ରଣପୁର ଥାନା ମାମଲା ନଂ. ୩୩/୨୦୧୨ ରେ ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨,୦୦୦ ଟଙ୍କା ଜରିମାନା କରାଯାଇଛି।
Read More >