ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦହଣା ଗାଁରେ ସଶସ୍ତ୍ର ଡକାୟତି ହୋଇଛି । ବିଳମ୍ବିତ ରାତିରେ ଉମେଶ ଚନ୍ଦ୍ର ରଥଙ୍କ ଘରେ କିଛି ଡକାୟତି ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ କରିଥିବାର ଅଭିଯୋଗ ହୋଇଛି । ଏଥିରେ ୮ ଜଣ ମୁଖା ପିନ୍ଧା ଡକାୟତ ସାମିଲ ଥିବା ସେ କହିଛନ୍ତି । Read More >
odisha-vigilance-nabs-tehsildar-with-rs-5-lakh-cash Read More >
ବଲାଙ୍ଗିର: ଗୁଣିଗାରେଡ଼ି ବିଦ୍ୟା ହାସଲ ପାଇଁ ବନ୍ଧୁକୁ ବଳି ପକାଇ ଦେଲା ବନ୍ଧୁ । ସାଙ୍ଗର ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ମୁଣ୍ଡକୁ ଘରେ ଭିତରେ ପୋତିଦେଲା । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ପର୍ଦ୍ଦାଫାସ କରିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ପୋଲିସ । ମୃତକ ହେଲେ ତୁଷୁରା ଥାନା ବଡ଼ାମୁଣ୍ଡା ଗ୍ରାମର ସନ୍ତୋଷ ଖର୍ସେଲ (୪୫) । ଅଭିଯୁକ୍ତ ସାଙ୍ଗ ବଗଡ଼ା ଗାଁର ଶତ୍ରୁଘ୍ନ ସାହୁକୁ ପୋଲିସ ଗିରଫ କରିଛି । Read More >
ବିଶାଖାପାଟଣା ଅଞ୍ଚଳର ଏକ ପ୍ରାଇଭେଟ୍ ସ୍କୁଲରେ ୬ ବର୍ଷର ଶିଶୁର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ, ହୋମୱାର୍କକୁ ନେଇ ଶିକ୍ଷକ ଜଣକ ଶିଶୁଟିକୁ ଚାପୁଡ଼ା ମାରିଥିଲେ ଏବଂ ତା' ଶାର୍ଟ ଟାଣିଥିଲେ, ଯାହା ପରେ ସେ ବେହୋସ୍ ହୋଇ ଢଳିପଡ଼ିଥିଲା। Read More >
eow-odisha-arrests-key-accused-in-rs-200-crore-crypto-scam Read More >
ତେଲଙ୍ଗାଦନାର ନାଲଗୋଣ୍ଡା ଜିଲ୍ଲାର ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ୍ ଏବଂ ନିର୍ଦ୍ଦେଶିକା ରୂପା ରେଡ୍ଡିଙ୍କୁ ତାଙ୍କ ଘରେ ହତ୍ୟା କରାଯିବାର ଏକ ସପ୍ତାହରୁ ଅଧିକ ସମୟ ପରେ ପୋଲିସ ସେହି ସ୍କୁଲର ଦୁଇ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ତାଙ୍କ ଘରୁ ଚୋରି କରୁଥିବା ଧରିବା ପରେ ସେମାନେ ତାଙ୍କୁ ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି। Read More >
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଖ୍ରୀଷ୍ଟଧର୍ମ ପ୍ରଚାରକ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ଦୁଇ ପୁଅ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ମୁକ୍ତି ପ୍ରକ୍ରିୟା ବିଳମ୍ବକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ଦୀର୍ଘ ୨୬ ବର୍ଷ ପରେ ମଧ୍ୟ ଓଡ଼ିଶା ରାଜ୍ୟ ଦଣ୍ଡ ପୁନର୍ବିଚାର ବୋର୍ଡ ରିପୋର୍ଟ ଦାଖଲ କରିବାରେ ବିଳମ୍ବକୁ ନେଇ କୋର୍ଟ କ୍ଷୁବ୍ଧ ହୋଇଛନ୍ତି । Read More >
ବଲାଙ୍ଗୀର: ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କ ଅପହରଣ ଘଟଣାରେ ପୋଲିସ ଜଣେ ମହିଳା ସବ୍ ଇନ୍ସପେକ୍ଟରଙ୍କୁ ଅଟକ ରଖିଛି । ଏସ୍ଆଇ ସ୍ନେହାମଞ୍ଜରୀ ସାହୁ ଏବଂ ସଞ୍ଜୟ ଜେନାଙ୍କୁ ପୋଲିସ ଅଟକ ରଖିଛି । ସ୍ନେହାମଞ୍ଜରୀ ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ସାହୁର ଭଉଣୀ ବୋଲି ଜଣାପଡ଼ିଛି । Read More >
ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଚାଞ୍ଚଲ୍ୟ ଖେଳି ଯାଇଛି । ଅଗଷ୍ଟ ୧୫ରେ ଦେଶ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ସେପଟେ ଦେଶରକୁ ସୁରକ୍ଷା ଦେଉଥିବା ଜଣେ ନୌସେନା ଅଧିକାରୀଙ୍କ ପରିବାର ଛାରଖାର ହୋଇଯାଇଛି । ନୌସେନା ନାବିକଙ୍କ ଝୁଲନ୍ତା ମୃତ ଦେହ ମିଳିଥିବାବେଳେ ତାଙ୍କ ପତ୍ନୀ ଏବଂ ଦୁଇ ଶିଶୁଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ଦୁଇ ପିଲାଙ୍କ ମଧ୍ୟରୁ ଜଣଙ୍କର ବୟସ ୩ ବର୍ଷ ହୋଇଥିବାବେଳେ ଅନ୍ୟ ଜଣେ ମାତ୍ର Read More >
ପୁରୀ: ପୁରୀ ଜିଲ୍ଲା ପିପିଲି ବ୍ଲକ ମାଟିଆପଡ଼ାର ରାଜସ୍ୱ ନିରୀକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆରଆଇ ଆଶୁତୋଷ ସାହୁଙ୍କୁ ପ୍ରାଣଘାତକ ଆକ୍ରମଣ କରାଯାଇଛି । ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । Read More >
ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ସ୍ୱାଧୀନତା ଦିବସ ରାତିରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଦୁର୍ବୃତ୍ତମାନେ ନକ୍କାଶିପଡ଼ା ଥାନା ଅଞ୍ଚଳର ବେଥୁଆଡାହରି ରେଳ କ୍ରସିଂ ନିକଟରେ ବରିଷ୍ଠ କଂଗ୍ରେସ ନେତା ଅନିସୁର ରହମାନ ଏବଂ ତାଙ୍କ ପୁଅ ଆବୁ ସୁଫିଆନ (୨୪)ଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। Read More >
ଇଣ୍ଟରନେଟ୍ ମିଡିଆରେ ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ପୋଲିସ ଗୁରୁବାର ଉତ୍ତର ପ୍ରଦେଶର ଜଣେ ୨୩ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ସୀତାପୁର ଜିଲ୍ଲାର ସଦରପୁର ଗ୍ରାମର ବାସିନ୍ଦା ମହମ୍ମଦ ସମୀର। ପୋଲିସ ଅନୁଯାୟୀ, ଅଭିଯୁକ୍ତ ଆଠ ବର୍ଷ ପୂର୍ବରୁ ରାଜ୍ୟକୁ ଆସିଥିଲେ ଏବଂ ଶ୍ରମିକ ଭାବରେ କାମ କରୁଥିଲେ। Read More >
ଓଡ଼ିଶାରେ ବଡ଼ ନିବେଶ: ମଞ୍ଜୁର ହେଲା ୨,୭୮୦ କୋଟିର ୧୪ଟି ପ୍ରକଳ୍ପ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ୍ଵ ଚାକିରି
ଇଂଲଣ୍ଡ ବିପକ୍ଷରେ ପାକିସ୍ତାନର ଶୋଚନୀୟ ପରାଜୟ: ଗୋଟିଏ ଇନିଂସ ଓ ୧୦୩ ରନ୍ରେ ମ୍ୟାଚ୍ ଜିତିଲା ଘରୋଇ ଟିମ୍
ଭାରତରେ ରାଜନୈତିକ ସ୍ଥିରତା, ପିଏମ ମୋଦୀ କହିଲେ- ଆମ ପାଇଁ ସୁଧାର ବାଧ୍ୟବାଧକତା ନୁହେଁ
ଖରିଫ ଧାନ ବିକ୍ରୟ ପାଇଁ ଗୋଟିଏ ଦିନରେ ପଞ୍ଜିକରଣ କଲେ ଏକ ଲକ୍ଷରୁ ଅଧିକ ଚାଷୀ