ହେଭେନ୍ସ ଗ୍ରୁପ୍‌ ପକ୍ଷରୁ ଉଦିତ ନାରାୟଣ ନାଇଟ୍‌ ଆ ଅବ୍‌ ଲୌଟ୍‌ ଚଲେ.. କାର୍ଯ୍ୟକ୍ରମ, ସନ୍ଧ୍ୟା ୬ ଟା ୩୦, ସୂଚନା ଭବନ ।
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଆର୍ଟ ଡିପାର୍ଟମେଣ୍ଟ ପକ୍ଷରୁ ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ କାର୍ଯ୍ୟକ୍ରମ, ଅପରାହ୍ନ ୫ଟା, ଲଳିତ କଳା ଏକାଡେମୀ ।
ଭାରତୀୟ ରେଡ୍‌କ୍ରସ ସୋସାଇଟିର ଓଡିଶା ଶାଖା ପକ୍ଷରୁ ରାଜ୍ୟସ୍ତରୀୟ ବାଳିକା ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଅପରାହ୍ନ ୪ଟା, ରମାଦେବୀ ବିଶ୍ୱବିଦ୍ୟାଳୟ ।
କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ତରଫରୁ ଉତ୍କଳ ଦିବସ ସମାରୋହର ପ୍ରସ୍ତୁତି ବୈଠକ, ଅପରାହ୍ନ ୩ଟା, ହୋଟେଲ୍‌ କଳିଙ୍ଗ ଅଶୋକ ।