ଭୁବନେଶ୍ୱର: ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ । ଏହା ବାଦ ଶିକ୍ଷା ଗୁରୁ ଏବଂ ଦିକ୍ଷା ଗୁରୁ । ଜୀବନ ଯାତ୍ରାରେ ଯିଏ ମାର୍ଗ ଦର୍ଶନ କରିଥାଆନ୍ତି ତାଙ୍କୁ ହିଁ ଆମେ ଗୁରୁରୂପେ ଗ୍ରହଣ କରିଥାଉ । ସେହି ଗୁରୁଙ୍କୁ ସମର୍ପିତ ଏହି ପବିତ୍ର ଦିନ । ମହାଭାରତର ବେଦବ୍ୟାସଙ୍କ ଜନ୍ମ ଦିନକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପରେ ପାଳନ କରାଯାଇଥାଏ ।
Read More >