ସଂସଦରେ କିଏ ପିଇଲା ଇ-ସିଗାରେଟ୍ ? ଗୃହରେ ହଙ୍ଗାମା, ବାଚସ୍ପତିଙ୍କୁ ଅଭିଯୋଗ କଲେ ଅନୁରାଗ ଠାକୁର
ସବୁ ରାଜ୍ୟକୁ ଟପି ଦେଶରେ ସବୁଠୁ ଅଧିକା ଓଡ଼ିଶା ବିଧାୟକଙ୍କ ଦରମା; ପଛରେ ରହିଲା ୟୁପି, ମହାରାଷ୍ଟ୍ର
ନେହେରୁଙ୍କ ସମୟରେ ପ୍ରଥମ ଭୋଟ ଚୋରି ହୋଇଥିଲା, ସେ ୨ଟି ଭୋଟ ପାଇ ପ୍ରଧାନମନ୍ତ୍ରୀ ହୋଇଥିଲେ: ଅମିତ୍ ଶାହ
ବିଜେପି ସାଙ୍ଗଠନିକ କର୍ମଶାଳା, ନୂତନ ଟିମ୍ ନେବେ ଗୁରୁ ମନ୍ତ୍ର
ମୁଁ ପଶ୍ଚିବବଙ୍ଗର ଓୱେସି: ହୁମାୟୁନ୍ କବୀର
ସୋନିଆଙ୍କୁ କୋର୍ଟଙ୍କ ନୋଟିସ୍, ନାଗରିକତା ପୂର୍ବରୁ ମତଦାତା ହେଲେ କେମିତି ?
ମୁୁସଲମାନ ରାଗିଯିବେ, ତେଣୁ ବନ୍ଦେ ମାତରମକୁ ଅଗ୍ରାହ୍ୟ କରି ଦେଲା କଂଗ୍ରେସ: ପିଏମ ମୋଦୀ
ସିଦ୍ଧରମୈୟା-ଶିବକୁମାରଙ୍କ ଆପୋଷ ସମାଧାନ କରିପାରିଲେ ନାହିଁ ସୋନିଆ ଗାନ୍ଧୀ!
କଂଗ୍ରେସ ନେତ୍ରୀ କହିଲେ 'ମୁଖ୍ୟମନ୍ତ୍ରୀ ହେବା ପାଇଁ ଦରକାର ୫୦୦ କୋଟି ଟଙ୍କା?
ହାଇକମାଣ୍ଡଙ୍କ ତାଗିଦ୍ ସତ୍ତ୍ବେ କଂଗ୍ରେସ ସହିତ ସମ୍ପର୍କ ଭାଙ୍ଗିବାକୁ ମନୋଭାବରେ ନାହାନ୍ତି ଶଶି ଥରୁର!
ପଦ୍ମ ଧରିଲେ ପ୍ରଫୁଲ୍ଲଙ୍କ ପରିବାର, ବିଜେପିରେ ମିଶିଲେ ଦୁଇ ପୁଅ ଓ ଭଉଣୀ
ପୁଅଙ୍କ ପାଇଁ ଚିନ୍ତାରେ ପ୍ରଫୁଲ୍ଲ ସାମଲ, ବିଜେପିରେ ମିଶିବେ ପ୍ରୟାସ ଏବଂ ପ୍ରଣୀତ
ଭଦ୍ରକରେ ବିଜେଡ଼ିକୁ ଲାଗୁଛି ଝଟକା, ପୁଣି ଜଣେ କାଉନସିଲର୍ ଛାଡ଼ିଲେ ଦଳ
ଡିସେମ୍ବର ୧୯ ପୂର୍ବରୁ କୋର୍ଟରେ ହାଜର ହେବେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର!
ଏକାଧିକ ପାସପୋର୍ଟ ଏବଂ ପାନକାର୍ଡ ରଖିବା ମାମଲାରେ ଅବଦୁଲ୍ଲାଙ୍କୁ ୭ ବର୍ଷ ଜେଲ୍
ପଶ୍ଚିମବଙ୍ଗରେ ବିଜୟ ଲକ୍ଷ୍ୟ: ବିଜେପିର ବଡ଼ ପ୍ରସ୍ତୁତି, ଆଜିଠାରୁ ନିର୍ବାଚନ ପ୍ରଚାର ଆରମ୍ଭ
ଆପଣ ବି ବାଜପେୟୀ ହୋଇ ପାରିବେ, ବିଜେପିରେ ସାମିଲ୍ ହୋଇ ଯାଆନ୍ତୁ; ରାହୁଲଙ୍କୁ କଙ୍ଗନାଙ୍କ ପରାମର୍ଶ
ଦାଦନ ଚାଲାଣକୁ ନେଇ ବିଧାୟକ-କାଉନସିଲର୍ ମୁହାଁମୁହିଁ, ଲକ୍ଷ୍ମଣ ବାଗକୁ ହତ୍ୟା ଧମକ
ପିଏମ ମୋଦୀଙ୍କ ଚା ବିକୁଥିବା AI ଭିଡିଓ ଉପରେ ବିଜେପି ଫାୟର, କହିଲା- ଜନତା କ୍ଷମା କରିବେ ନାହିଁ
ପଶ୍ଚିମବଙ୍ଗର ବିଜେପି ସାଂସଦଙ୍କୁ ଭେଟିଲେ ପିଏମ ମୋଦୀ, ନିର୍ବାଚନ ପୂର୍ବରୁ ଦେଲେ ଗୁରୁ ମନ୍ତ୍ର
ଥରୁରଙ୍କ ଗଡରେ ଫୁଟିଲା ପଦ୍ମ, କଂଗ୍ରେସ କେବେ ନେବ ଆକ୍ସନ ?
ରବିବାର ଧର୍ମଶାଳାରେ ୩ୟ ଟି-୨୦, ହେବ ହାଇସ୍କୋରିଂ ମୁକାବିଲା !
ବର୍ଦ୍ଧିତ ଦରମା ନେବେନି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ବାମଗଡ଼ରେ ଇତିହାସ ରଚିଲା ବିଜେପି, ଜିତିଲା ତିରୁଅନନ୍ତପୁରମ ନଗର ନିଗମ ନିର୍ବାଚନ