Home >
ପୁତୁରା ମାଡରେ ବଡବାପା ମୃତ
Khabar Odisha:state-odisha-family-disturbance-1-died-at-brahmpur
ବ୍ରହ୍ମପୁର, ଅପ୍ରେଲ ୧୬ (ଖବର ଓଡିଶା) :

 ବ୍ରହ୍ମପୁରରେ ଏକ ଅମନବୀୟ ଘଟଣା ଘଟିଛି । କୋଦଳା ଥାନା ଶାଳବଣ ଗାଁରେ ପାରିବାରିକ କନ୍ଦଳରୁ ହତ୍ୟାକାଣ୍ଡ ଘଟିଛି । ଫଳରେ ପୁତୁରା ଏବଂ ପାରିବାର ଲୋକଙ୍କ ଆକ୍ରମଣରେ ବଡବାପା ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ପରିବାର ପକ୍ଷରୁ ଏନେଇ ୪ ଜଣଙ୍କ ନାଁରେ ଏତଲା ଦିଆଯାଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ହତ୍ୟା ଅଭିଯୋଗରେ ସ୍ଥାନୀୟ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି । 

Subscribe

National International State Sports Entertainment