Home >
ଭାରସାମ୍ୟ ହରାଇ ଓଲିଟି ପଡ଼ିଲା ମାଛ ଧରା ଡଙ୍ଗା, ଥିଲେ ୫ ଜଣ ମତ୍ସ୍ୟଜୀବୀ
Khabar Odisha:The-fishing-boat-capsized-after-losing-weight-there-were-5-fishermen
ପାରାଦୀପ ,ସେପ୍ଟେମ୍ବର 23(ଖବର ଓଡ଼ିଶା):

ଓଲଟି ପଡ଼ିଲା ମାଛ ଧରା ଡଙ୍ଗା । ପାରାଦୀପ ଅନ୍ତର୍ଗତ ମହାନଦୀ ମୁହାଣ ନିକଟରେ ଘଟିଛି ଏହି ଅଘଟଣ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ହୋଇଥିବା ବେଳେ ସେଥିରେ ୫ ଜଣ ମତ୍ସ୍ୟଜୀବୀ ଥିଲେ । ଏବେ ସମସ୍ତ ୫ଜଣ ମତ୍ସ୍ୟଜିବୀ ସୁସ୍ଥ ଥିବା ଜଣାପଡିଛି । ପାରାଦୀପ ମୁହାଣ ନିକଟ ସମୁଦ୍ର ମଧ୍ୟରେ ସେମାନେ ମାଛ ଧରୁଥିବା ସମୟରେ ହଠାତ୍ ଡଙ୍ଗାଟି ଓଲଟି ପଡିଥିଲା । ପାଖରେ ଥିବା ଅନ୍ୟ ମାଛ ଧରା ଟ୍ରଲର ସେମାନଙ୍କୁ ଉଦ୍ଧାର କରିଛି ।

  • Tags:

Subscribe

National International State Sports Entertainment