Home >
ଭୁବନେଶ୍ୱରସ୍ଥିତ ରେନ୍ ଦି କ୍ଲବ ବାରରେ କମିଶନରେଟ ପୋଲିସ ପକ୍ଷରୁ ଚଢ଼ାଉ, ଚୋରାରେ ବିକ୍ରି ହେଉଥିବା ବିପୁଳ ପରିମାଣର ମଦ ଜବତ
Khabar Odisha:Quick-Action-Team-of-Commissionerate-Police-raids-a-bar-at-Cuttack-Road--seizes-huge-cache-of-foreign-liquor
ଭୁବନେଶ୍ୱର, ମେ ୨୩ (ଖବର ଓଡ଼ିଶା):

ଭୁବନେଶ୍ୱରସ୍ଥିତ ରେନ୍ ଦି କ୍ଲବ ବାରରେ କମିଶନରେଟ ପୋଲିସ ପକ୍ଷରୁ ଚଢ଼ାଉ। କମିଶନରେଟ ପୋଲିସର କୁଇକ ଆକ୍ସନ ଟିମ ପକ୍ଷରୁ ଉକ୍ତ ବାରରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

କ୍ୟୁଏଟି ଓ ଲକ୍ଷ୍ମୀସାଗର ଥାନା ପକ୍ଷରୁ ବିଶେଷ ସୂତ୍ରରୁ ଖବର ପାଇ ରେନ୍ ଦି ବାରରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ମଦ ଜବତ କରାଯାଇଛି। ତେବେ ଲକଡାଉନ ଆରମ୍ଭରୁ ଏଠାରେ ଚୋରାରେ ମଦ ବିକ୍ରି ହେଉଥିବା ଅଭିଯୋଗ ଆସିଥିଲା। ଏଥିସହିତ ୩ ଗୁଣାରୁ ଅଧିକ ଦାମରେ ମଦ ବିକ୍ରି ମଧ୍ୟ ହେଉଥିଲା ବୋଲି କ୍ୟୁଏଟିକୁ ସୂଚନା ମିଳିଥିଲା ।

  • Tags:

Subscribe

National International State Sports Entertainment