Home >
କଂଗ୍ରେସ ସ୍କ୍ରିନିଂ ବୈଠକ, ଘୋଷଣା ହୋଇପାରେ ପ୍ରାର୍ଥୀ ତାଲିକା
Khabar Odisha:Politics-Odisha-Congress-meeting--and-it-will-decide-candidates-list
ଭୁବନେଶ୍ୱର, ମାର୍ଚ୍ଚ୧୬(ଖବର ଓଡ଼ିଶା):

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ତେଣୁ ସବୁ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ସେହିପରି ଆଜି କଂଗ୍ରେସର ପ୍ରର୍ଥୀ ତାଲିକା ନେଇ ନିଷ୍ପତି ହେବ । ନୂଆଦିଲ୍ଲୀ କଂଗ୍ରେସ ଶିବିର ଚଳଚଞ୍ଚଳ । ଆଜି କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ବସିବ । ।

ଶେଷ ପର୍ଯ୍ୟାୟ ଏଆଇସିସି ସ୍କ୍ରିନିଂ କମିଟି ବୈଠକରେ ଆଜି ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରାଯିବ । ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି, ପ୍ରଭାରୀ ଜିତେନ୍ଦ୍ର ସଂହ  , ଏଆଇସିସିର ସମସ୍ତ ସଦସ୍ୟ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ସ୍କ୍ରିନିଂ କମିଟି ମୁଖ୍ୟ ଭିଡ଼ି ସାଥିସାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ପ୍ରାର୍ଥୀ ତାରିଖ ଚୂଡ଼ାନ୍ତ ପରେ ଏଆଇସିସିକୁ ଅନୁମୋଦନ ପାଇଁ ଏହି ତାଲିକା ପଠାଯିବ ବୋଲି ଜଣାପଡ଼ିଛି  ।

Subscribe

National International State Sports Entertainment