Home >
ଜାଲିଆତି କରି ପଟ୍ଟା ଦେବା ଅଭିଯୋଗରେ କାଲିମେଳା ଆରଆଇ ଓ କିରାଣୀ ନିଲମ୍ବିତ
Khabar Odisha:Malkangiri-Kalimela-RI-and-Clerk-Suspended
ଭୁବନେଶ୍ୱର, ଜାନୁଆରୀ 24 (ଖବର ଓଡିଶା) :

ଦୁର୍ନୀତି କଲେ ଆଉ ନିସ୍ତାର ନାହିଁ  । ମାଲକାନଗିରିରେ କାଲିମେଳା ଆରଆଇ ଓ କିରାଣୀ ନିଲମ୍ବିତ  । ଜାଲିଆତି କରି ପଟ୍ଟା ଦେବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ରାଜସ୍ୱ ନିରୀୟକ ଓ କିରାଣୀଙ୍କୁ ମାଲକାନଗିରି ଜିଲ୍ଲାପାଳ ନିଲମ୍ବନ କରିଛନ୍ତି  । ଏହି 2 ଜଣ ଆରଆଇ ଓ କିରାଣୀ ଜାଲିଆତି କରି 18 ଜଣଙ୍କ ନାଁରେ ପଟ୍ଟା କରିଥିବା ଅଭିଯୋଗ ରହିଛି  । ତଦନ୍ତ କରାଯାଇ ଆରଆଇ ଓ କିରାଣୀଙ୍କୁ ନିଲମ୍ବନ କରାଯାଇଛି 

  • Tags:

Subscribe

National International State Sports Entertainment