Home >
ଏଣିକି ବିନା କୋଭିଡ଼ କଟକଣାରେ ସ୍ୱାଭାବିକ ଭାବେ ଚାଲିବ ବିଧାନସଭା,ପ୍ରେସ୍‌ ଗ୍ୟାଲେରୀକୁ ଯାଇପାରିବେ ସାମ୍ବାଦିକ
Khabar Odisha:Even-without-covid-curfew-assembly-will-run-normally-journalists-can-go-to-press-gallery
ଭୁବନେଶ୍ୱର, ନଭେମ୍ବର 21(ଖବର ଓଡ଼ିଶା)

 ଏଣିକି ବିନା କୋଭିଡ଼ କଟକଣାରେ ସ୍ୱାଭାବିକ ଭାବେ ଚାଲିବ ବିଧାନସଭା ।

ଏହା ସହିତ ପ୍ରେସ୍‌ ଗ୍ୟାଲେରୀକୁ ଯାଇପାରିବେ ସାମ୍ବାଦିକ ।ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମ୍ବାଦିକମାନଙ୍କୁ ବିଧାନସଭାରେ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା ।

ଏପିରିକି ପ୍ରତି ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ, ଷ୍ଟାପ୍‌ଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା । ଏବେ ଏହି ସବୁ କଟକଣାକୁ ହଟଯାଇଛି । ସେପଟେ ଚଳିତ ବର୍ଷ ବିଧାନସଭାକୁ ସୁରୁଖୁରରେ ଚଳାଇବା ନେଇ ସର୍ବଦଳୀୟ ବୈଠକ ବସିଛି ।

  • Tags:

Subscribe

National International State Sports Entertainment