ଉତ୍କଳ ବିଶ୍ୱବିଦ୍ୟାଳୟ କୁ ନିଜର ବର୍ଷ କର ଦରମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Khabar Odisha:central-minister-dharmendra-pradhan-donete-his-one-year-sallery-to-utkal-university

ଭୁବନେଶ୍ୱର,ଏପ୍ରିଲ ୧ (ଖବର ଓଡ଼ିଶା): ;ସରକାରଙ୍କ ଦ୍ୱାରା ରାଜ୍ୟରେ ମୋ କଲେଜ ଅଭିଯାନ ଆରମ୍ଭ କରି କଲେଜର ପୂର୍ବତନ ଛାତ୍ରଛାତ୍ରି ମାନଙ୍କୁ ପଢିଥିବା ସେମାନଙ୍କ କଲେଜର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ସାହାଯ୍ୟ କରିବାକୁ ଆହ୍ୱାନ ଦେଇଥିବା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବର୍ଷକର ଦରମା ଉତ୍କଳ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ପ୍ରଦାନ କରିଛନ୍ତି । 

ଏ ନେଇ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେଶର ଗଣେଶି ଲାଲ ଟ୍ବିଟ କରି ସୁଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment