ଏବେ ଆରମ୍ଭ ହୋଇଯାଇଛି ପ୍ଲେସମେଣ୍ଟ ସିଜିନ୍ । ଇଞ୍ଜିନିୟରିଂ ପାଠପଢାରେ ଦେଶର ପ୍ରମୁଖ ଅନୁଷ୍ଠାନ ପାଲଟିଥିବା ଆଇଆଇଟି କ୍ୟାମ୍ପସ ଗୁଡିକରେ ଏଥିପାଇଁ ଭିଡ ଦେଖିବାକୁ ମିଳିଛି । ଚଳିତ ମାସ ପହିଲାରୁ ଆଇଆଇଟି ଦିଲ୍ଲୀ, ବମ୍ବେ, ମାଡ୍ରାସ, କାନପୁର, ଖଡ଼ଗପୁର, ଗୌହାଟୀ ଓ ବାରଣାସୀରେ ଚୂଡ଼ାନ୍ତ ପ୍ଲେସ୍ମେଣ୍ଟ ଆରମ୍ଭ ହୋଇଛି।
Read More >