ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା !
Khabar Odisha:Plus-II-Student-Found-Hanging-In-Rama-Devi-Womens-Universitys-Hostel-Room-In-Bhubaneswar
ଭୁବନେଶ୍ୱର, ମାର୍ଚ୍ଚ ୨୯(ଖବର ଓଡିଶା)

ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା । ମୃତ ଛାତ୍ରୀ ହେଲେ ଯୁକ୍ତ ୨ ଦ୍ବିତୀୟ ବର୍ଷ କଳା ବିଭାଗର ପ୍ରଜ୍ଞା ମହାନ୍ତି । ଛାତ୍ରୀଙ୍କ ଘର ରାୟଗଡ଼ା ଜିଲ୍ଲାରେ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଦୁଇଟି ପରୀକ୍ଷା ଖରାପ ହୋଇଥିବା ଯୋଗୁଁ  ସେ ମାନସିକ ଚାପରେ ଥିଲେ । ସହିଦ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଇସାଇଡ ନୋଟ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । 

Subscribe

National International State Sports Entertainment