ଆଜି ଭାଦ୍ରବ ଶୁକ୍ଳ ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହେବ ବାମନ ଜନ୍ମ ନୀତି । ଏହି ଦିନ ଅଦିତିଙ୍କଠାରୁ ବାମନ ଜନ୍ମ ହୋଇଥିବାରୁ ଏହାର ସ୍ମୃତିରେ ଦ୍ବିପହର ଧୂପ ପରେ ପରେ ଏହି ନୀତି ପାଳନ କରଯାଏ । ପରମ୍ପରା ଅନୁଯାୟୀ, ଏହି ଅବସରରେ ଦକ୍ଷିଣ ଘରୁ ମଦନମୋହନ ରତ୍ନ ସିଂହାସନକୁ ବିଜେ କରିବା ପରେ ରତ୍ନ ଭଣ୍ତାର ନିକଟକୁ ଆସିଥାନ୍ତି ।
Read More >