ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସ୍ଥାନୀୟ ଲୋକେ ମାଓବାଦୀଙ୍କ ଦ୍ୱାରା ନିର୍ମିତ ସହିଦ ସ୍ତମ୍ଭକୁ ଭାଙ୍ଗିଛନ୍ତି । ବିଭିନ୍ନ ଗ୍ରାମରେ ଥିବା ୨୦ରୁ ଉର୍ଦ୍ଧ୍ୱ ସହିଦ ସ୍ତମ୍ଭ ମାଟିରେ ମିଶାଇଛନ୍ତି ଗ୍ରାମବାସୀ । ସ୍ୱାଭିମାନ ଅଂଚଳ, ମାଥିଲି, କାଲିମେଳା, ଖଇରପୁଟରେ ସ୍ମୃତି ସ୍ତମ୍ଭକୁ ଭଙ୍ଗା ଯାଇଛି ।
Read More >