ଆଜିଠୁ ଖଣ୍ଡଗିରିରେ ଆରମ୍ଭ ଯାତ୍ରା ମହାକୁମ୍ଭ। ୨୭ରୁ ୭ ତାରିଖ ଯାଏ ଦୁଲୁକିବ ମଞ୍ଚ। ସଂଳାପ ଭାଙ୍ଗିବ ରାତିର ନିରବତା। ଦର୍ଶକଙ୍କ ମନୋରଞ୍ଜିତ କରିବେ ତାଙ୍କ ପ୍ରିୟ କଳାକାର। ନାମୀଦାମୀ ଅପେରା ପାର୍ଟି ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖାଇବେ ଜଲବା। ୭ଟି ପେଣ୍ଡାଲରେ ଦୁଇଟି ପର୍ଯ୍ୟାୟରେ ୧୫ଟି ଅପେରା ପାର୍ଟି ନାଟକ ପରିବେଷଣ କରିବେ। ପ୍ରଥମ ପର୍ଯ୍ୟାୟରେ ୭ଟି ଯାତ୍ରାପାର୍ଟି ମଇଦାନକୁ ଓହ୍ଲାଇବେ। ସକାଳୁ ପ୍ରହାର ସମସ୍ତ ଟିକେଟ ମଧ୍ୟ ବିକ୍ରି ସରିଛି। ସବୁରଠାରୁ ବଡ କଥା ଚଳିତ ବର୍ଷ ଯାତ୍ରାରେ ପିୟୁଷଙ୍କ ଦମଦାର ଅଭିନୟ ଯାତ୍ରାପ୍ରେମୀ ଦେଖିବାକୁ ପାଇବେ।
Read More >