ଏସବିଆଇ ଏଟିଏମ୍ ଭାଙ୍ଗି ଏଟିଏମ୍ ରେ ଥିବା ଟଙ୍କାକୁ ଲୁଟ୍ କରିଛନ୍ତି ଲୁଟେରା । ଏପରି ଏକ ଘଟଣା ଘଷିପୁରା ଥାନା ଧକେଠା ଏନଏଚ୍ ରେ ଘଟିଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଥିଲା । ପୋଲିସର ତଦନ୍ତ ଅନୁସାରେ, ଲୁଟେରା କଟର ମେସିନ ସାହାଯ୍ୟରେ ଏଟିଏମ୍ ସଟର କାଟି ଏଟିଏମ୍ ଲୁଟ୍ କରିଛନ୍ତି । ପୋଲିସ ଲୁଟେରାକୁ ଧରିବା ପାଇଁ ଘଟଣାର ତଦନ୍ତ କରିଥିଲା ।