ମତୁଆଲ ଯୁବକଙ୍କ ଉନ୍ମୁକ୍ତ କାଣ୍ତ । ଦୋକାନୀକୁ ଟାଙ୍ଗିଆରେ ହାଣିଲା ଦୁର୍ବୁତ୍ତ । ରାୟଗଡ ଜିଲ୍ଲା ଦୂନ୍ଦୁଲି ପଞ୍ଚାୟତର ପାତ୍ରପୁଟ ଗାଁରେ ଅଘଟଣ । ଦୋକାନୀ ଥଣ୍ଡା ପାନୀୟ ମାଗିବା ଫଳରେ ମଦ୍ୟପ ସୁଦେସ ପିରିବାକା ଓ ଦୋକାନୀ ବୁରସା ପେଦେଣ୍ଟି (୪୦) ଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ଏହି ଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଚାନ୍ଦେଲି ଠାରେ। ଏହି ସମୟରେ ଦୋକାନରେ ଥିବା କୁରାଢି ନେଇ ଦୋକାନୀ ବୁରସାକୁ ଚୋଟ ମାରିବା ଫଳରେ ଦୋକାନୀ ଭୟରେ ପଛ ପଟେ ଧାଇଁ ପଳେଇବ ସମୟରେ ହତ୍ୟା କରିଥିଲା ମଦ୍ୟପ ଯୁବକ ସୁଦେଶ। ଉକ୍ତ ଅଭିଯୁକ୍ତ ଯୁବକ ସୁଦେଶ କୁ ଗିରଫ କରିଛି ଚାନ୍ଦିଲି ପୋଲିସ।
ଅଧିକା ପଢନ୍ତୁ: କମ୍ବିଂ ବେଳେ ମାଓ କ୍ୟାମ୍ପ ଧ୍ବଂସ