ନୂଆଦିଲ୍ଲୀ : ମାନ୍ୟବର ସର୍ବୋଚ୍ଚ ଅଦାଲତ ସଂରକ୍ଷଣ ପାଇଁ ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ରାୟ ଶୁଣାଇଛନ୍ତି । ହିନ୍ଦୁ ଧର୍ମରୁ ଇସଲାମ ଧର୍ମ ଗ୍ରହଣ କରୁଥିବା ଧର୍ମ ପରିବର୍ତ୍ତନକାରୀଙ୍କୁ କୌଣସି ସଂରକ୍ଷଣ ସୁବିଧା ମିଳିପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଅର୍ଥାତ ହିନ୍ଦୁ ସାମାଜିକ ବ୍ୟବସ୍ଥାରେ ଥିବା ତାଙ୍କର ସାମାଜିକ ପଛୁଆବର୍ଗ ଅଣ-ହିନ୍ଦୁ ସାମାଜିକ ବ୍ୟବସ୍ଥାକୁ ସ୍ଥାନାନ୍ତରିତ ହୋଇପାରିବ ନାହିଁ।
Read More >