ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ର ରୋମାଞ୍ଚକର ସିଜିନ ଶେଷ ହୋଇଛି। ଗୁଜରାଟ ଟାଇଟନ୍ସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ୍ ଟ୍ରଫି ନିଜ ନାଁରେ କରିଛି। ଆଇପିଏଲ୍ ମହାକୁମ୍ଭ ସରିବା ପରେ ଏବେ ପୁଣି ଥରେ ଆନ୍ତର୍ଜାତୀୟ କ୍ରିକେଟ୍ର ମଜା ନେବାକୁ ପ୍ରସ୍ତୁତ ହେଉଛନ୍ତି କ୍ରିକେଟ୍ ପ୍ରେମୀ। ବିଗତ ଦୁଇ ମାସ ଧରି ଆଇପିଏଲ୍ରେ ପରସ୍ପର
Read More >