ନୂଆଦିଲ୍ଲୀ: ଲୋକସଭାରେ ଶୁକ୍ରବାର ମହିଳା ସଂରକ୍ଷଣ ବିଲ୍ ଓ ସୀମା ନିର୍ଦ୍ଧାରଣ ସଂପର୍କିତ ତିନି ଜରୁରୀ ବିଧେୟକ ଉପରେ ବିତର୍କ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବିତର୍କ ଉପରେ ଜବାବ ଦେଇ କହିଛନ୍ତି ଯେ, ଏହି ଆଲୋଚନାରେ ୫୬ ମହିଳା ସାଂସଦ ଯୋଗ ଦେଲେ । Read More >
ପଶ୍ଚିମବଙ୍ଗ ନିର୍ବାଚନ ମଧ୍ୟରେ ମମତା ବାନାର୍ଜୀଙ୍କ ଭବାନୀପୁର ପ୍ରସ୍ତାବକ ମିରାଜ ଶାହାଙ୍କ ଘରେ ଆୟକର ବିଭାଗର ଚଢ଼ାଉକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ତୃଣମୂଳ କଂଗ୍ରେସ (TMC) ଏହାକୁ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ବୋଲି ଅଭିହିତ କରିଛି। ଟିଏମସି ବିଧାୟକ ଦେବାଶିଷ କୁମାରଙ୍କ ବାସଭବନରେ ଚଢ଼ାଉ ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକଙ୍କ ଘରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। Read More >
ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଭାଷଣ ଉପରେ ବିଜେପି ସାଂସଦ କଙ୍ଗନା ରାନାୱତ ପ୍ରତିକ୍ରିୟା ଦେଇଛନ୍ତି। ସେ ସଂସଦରେ ଦିଆଯାଇଥିବା ରାହୁଲଙ୍କ ଅଭିଭାଷଣକୁ ମୁଣ୍ଡବିନ୍ଧା ସଦୃଶ ବୋଲି ଅଭିହିତ କରିଛନ୍ତି। କଙ୍ଗନା ରାହୁଲଙ୍କ ଭାଷଣ ଉପରେ କଟାକ୍ଷ କରି ଆହୁରି କହିଛନ୍ତି ଯେ ସେ ନିଜ ପିଲାଦିନର ଟ୍ରମା ଏବଂ ପିଲାଦିନେ ଦେଖିଥିବା ଯାଦୁ ଖେଳ ଦେଇ ଗତି କରୁଛନ୍ତି। Read More >
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୪୭୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ ପ୍ରତିଶତ କୋଟିପତି। ମୋଟ ୨୨୮ ପ୍ରାର୍ଥୀଙ୍କ ସମ୍ପତ୍ତି ୧ ରୁ ୫ କୋଟି ଟଙ୍କା ମଧ୍ୟରେ ଅଛି। ଏଥିମଧ୍ୟରୁ ୪୬ ପ୍ରାର୍ଥୀଙ୍କ ସମ୍ପତ୍ତି ୫ ରୁ ୧୦ କୋଟି ଟଙ୍କା ମଧ୍ୟରେ ଅଛି। ୩୫ ପ୍ରାର୍ଥୀଙ୍କ ସମ୍ପତ୍ତି ୧୦ କୋଟି ଟଙ୍କାରୁ ଅଧିକ। Read More >
ନୂଆଦିଲ୍ଲୀ: ହରିବଂଶ ନାରାୟଣ ସିଂ ରାଜ୍ୟସଭା ଉପାଧ୍ୟକ୍ଷ ପଦରେ ପୁନଃ ନିର୍ବାଚିତ ହୋଇଛନ୍ତି । ସେ କ୍ରମାଗତ ତୃତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ପଦବୀ ସମ୍ଭାଳିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିବଂଶଙ୍କୁ ଶୁଭେଚ୍ଛା ଜଣାଇ ଏହାକୁ ତାଙ୍କ ନେତୃତ୍ୱ ଏବଂ କାର୍ଯ୍ୟଶୈଳୀ ଉପରେ ଗୃହର ଗଭୀର ବିଶ୍ୱାସର ପ୍ରତିଫଳନ ବୋଲି କହିଛନ୍ତି। Read More >
ନୂଆଦିଲ୍ଲୀ: ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ତିନୋଟି ବିଧେୟକ ଆଗତ କରିଛନ୍ତି । ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ପୁଣି ଥରେ ଜାତି ଓ ଧର୍ମକୁ ନେଇ ରାଜନୀତି କରିଛନ୍ତି । ମହିଳା ସଂରକ୍ଷଣ ବିଲରେ ପଛୁଆ ବର୍ଗ ଏବଂ ମୁସଲିମ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସଂରକ୍ଷଣ ରଖିବାକୁ ଦାବି କରିଛନ୍ତି । Read More >
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) ସାଂସଦ ତଥା ପ୍ରସିଦ୍ଧ ଅଭିନେତ୍ରୀ କଙ୍ଗନା ରଣାୱତ କେନ୍ଦ୍ର କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ସୁପ୍ରିମୋ ଚିରାଗ ପାସୱାନ ସହ ସମ୍ବନ୍ଧକୁ ନେଇ କଳ୍ପନା ଜଳ୍ପନାକୁ ଖାରଜ କରିଛନ୍ତି । ଏଏନଆଇ ସହିତ ଏକ ପୋଡକାଷ୍ଟ ସାକ୍ଷାତକାରରେ Read More >
ଶ୍ରୀନଗର: ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ କଶ୍ମୀର ହାଟରେ ଏକ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଥିଲା। ବୁଧବାର ଏକ କାର୍ଯ୍ୟକ୍ରମରେ ସେ ଜାତୀୟ ପତାକାର Read More >
ରାୟଗଡା / ଭୂବନେଶ୍ୱର: ଗତ ବିଜେଡି ସରକାର ଅମଳରେ ୨୦୨୩ ମସିହାରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିଜିମାଳି ଅଂଚଳରେ ଥିବା ଖଣି ଲିଜ୍ ପ୍ରଦାନ କରାଯାଇଥିଲା । ଲିଜ ପ୍ରକ୍ରିୟାରେ ଅନେକ ଆଇନଗତ ତୃଟି ଅଛି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରି Read More >
ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ର ସରକାର ସଂସଦରେ ନାରୀଶକ୍ତି ବନ୍ଦନ ଅଧିନିୟମ ଏବଂ ସୀମା ନିର୍ଦ୍ଧାରଣ ବିଧେୟକ ଆଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାକୁ ଜୋରଦାର ବିରୋଧ କରିବ ବିରୋଧୀ । Read More >
ଭୁବନେଶ୍ୱର: ରାଜ୍ୟରେ ନୂତନ ରାଜନୈତିକ ଗଠନକୁ ନେଇ ବଡ଼ ବୟାନ ଦେଇଛନ୍ତି ବିଜେପି ନେତା ସମୀର ମହାନ୍ତି । ପୂର୍ବରୁ ଅନେକ ଦଳ ଗଠନ ହୋଇଛି ଏବଂ ରାଜନୈତିକ ପଟ୍ଟଚିତ୍ରରୁ ଯାଇଛନ୍ତି ବୋଲି କହିଛନ୍ତି ସମୀର । Read More >
ଭୁବନେଶ୍ୱର: ଯେତେବେଳେ ଜଣେ ମହିଳା ନେତୃତ୍ୱ ନିଅନ୍ତି, ସେତେବେଳେ କେବଳ ସିଏ ସଶକ୍ତ ହୁଅନ୍ତି ନାହିଁ ବରଂ ସାରା ସମାଜକୁ ସଶକ୍ତ କରିଥାଆନ୍ତି । ବିଗତ ୧୦ ବର୍ଷରେ ମୋଦୀଙ୍କ ନେତୃତ୍ୱରେ ମହିଳାଙ୍କ ଜୀବନଧାରଣ ମାନରେ ବ୍ୟାପକ ପରିବର୍ତ୍ତନ ଆସିଛି । Read More >
IPL 2026: ରୋମାଞ୍ଚକ ମ୍ୟାଚରେ ବାଜି ମାରିଲା ଗୁଜରାଟ, ପଞ୍ଚମ ପରାଜୟ ଭୋଗିଲା କୋଲକାତା
ଗ୍ରୀନଙ୍କ ଅର୍ଦ୍ଧଶତକ, ଶେଷ ୫ ଓଭରରେ ନିରାଶ କଲେ ବ୍ୟାଟର, ୧୮୦ ରନରେ ଆଣ୍ଠେଇଲା କୋଲକାତା
ଆମକୁ ଏବେ କଡା ନିଷ୍ପତ୍ତି ନେବାକୁ ପଡିବ, ଲଗାତାର ୪ର୍ଥ ପରାଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ ବୟାନ
ଭାରତ ଦେଖିଲା, INDIA ରୋକି ଦେଲା; ମହିଳା ସଂରକ୍ଷଣ ବିଲ୍ ଖାରଜ ପରେ ରାହୁଲଙ୍କ ବଡ ବୟାନ