ସରକାରୀ ମେଡ଼ିକାଲ କଲେଜରେ ୧୦୦୦ ସିଟ୍ ବୃଦ୍ଧି, ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି, ୫ ଲକ୍ଷ ନିଯୁକ୍ତି ସୁଯୋଗ, ପିଏମ କିଷାନ ନିଧି ଯୋଜନାରେ ୧୦,୦୦୦ ଟଙ୍କା ପ୍ରଦାନ, କୃଷି ବିଜୁଳି ବିଲରେ ୫୦ ପ୍ରତିଶ୍ରୁତି ହ୍ରାସ ଭଳି ଅନେକ ପ୍ରତିଶ୍ରୁତି ଦେଇଛି ବିଜେପି ।
Read More >