କଟକ: ରାଜ୍ୟସଭା ନିର୍ବାଚନ ପରେ ବିଜେଡ଼ି ଓ କଂଗ୍ରେସରେ ଜୋରଦାର କନ୍ଦଳ ଆରମ୍ଭ ହୋଇଯାଇଛି । ବିଶେଷ କରି ବିଜେଡ଼ି ଏବେ ବିଭିନ୍ନ ସ୍ଥାନରେ ଖଣ୍ଡ ବିଖଣ୍ଡିତ ହେବାକୁ ଲାଗିଛି । କଟକର ବାପା-ପୁଅ ଯୋଡ଼ି ପ୍ରଭାତ ବିଶ୍ୱାଳ ଏବଂ ସୌଭିକ ବିଶ୍ୱାଳଙ୍କ ସମର୍ଥନରେ ଏବେ ଏକାଧିକ କର୍ପୋରେଟର୍ । ପ୍ରାୟ ୧୪ ଜଣ କର୍ପୋରେଟର୍ ବିଜେଡ଼ି ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି ।
Read More >