କାଲି ବିଜେଡିର ଲୋକସଭା ପ୍ରାର୍ଥିର ପ୍ରଥମ ପର୍ଯ୍ୟୟ ଘୋଷଣା କରାଯାଇଛି, ସେହି ଉପଲକ୍ଷେ ବିଜେଡି ସାସଂଦ ପ୍ରଣବ ପ୍ରକାଶ ଦାସ ଓ ମନ୍ମଥ ରାଉତରାୟ ମହାପ୍ରଭୁଙ୍କର ଦର୍ଶନ ପାଇଁ ପୁରୀ ଆସିଛନ୍ତି । ତେବେ ବିଧାନସଭା ଆସନରୁ ପୁରୀରୁ ସୁନୀଲ ମହାନ୍ତିଙ୍କୁ ମଧ୍ୟ ଜାଗନ୍ନାଥ ମନ୍ଦିରରେ ଦେଖିବାକୁ ମିଳିଥିଲା ।
Read More >