ବିହାରର ସମ୍ରାଟ ଚୌଧୁରୀ ସରକାରଙ୍କ ଆଜି ଗୁରୁବାର କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି । ଏହି ସମ୍ପ୍ରସାରଣରେ BJP, JDU ସହିତ NDA ଦଳଗୁଡ଼ିକର କୋଟାରୁ ବିଧାୟକମାନେ ମନ୍ତ୍ରୀ ବନିଛନ୍ତି । ଏମାନଙ୍କ ମଧ୍ୟରେ JDU ନେତା ରତ୍ନେଶ ସଦାଙ୍କ ନାମ ମଧ୍ୟ ରହିଛି । ରତ୍ନେଶ ସଦା ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ୫୫ ବର୍ଷୀୟ ରତ୍ନେଶ ସଦା ବିହାରର ସୋନବର୍ଷା ବିଧାନସଭା ଆସନରୁ JDU ର ବିଧାୟକ ଅଟନ୍ତି । ସେ ମନ୍ତ୍ରୀ ବନିବା ପରେ ତାଙ୍କ ଗାଁରେ ଖୁସିର ମାହୋଲ ଖେଳିଯାଇଛି । ସମ୍ରାଟ ସରକାରରେ ମନ୍ତ୍ରୀ ବନିଥିବା ରତ୍ନେଶ ସଦାଙ୍କ 'ସଂଘର୍ଷ' କୌଣସି ଫିଲ୍ମ ଷ୍ଟୋରୀଠାରୁ କମ୍ ନୁହେଁ । ଆସନ୍ତୁ ଜାଣିବା ରତ୍ନେଶ ସଦାଙ୍କ ବିଷୟରେ...
Read More >