ଭୁବନେଶ୍ୱର: ଏଫ୍ ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଓଡ଼ିଶା ବନ୍ଦ ଡାକରା ଦେଇଥିବା କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ।, ଝିଅ, ଭଉଣୀ ଏବଂ ମା ମାନଙ୍କ ବିରୋଧରେ କୌଣସି ବି ହିଂସା ହେଲେ ସେଥିପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ଗ୍ରହଣ କରିଛନ୍ତି । ତାହାକୁ କାର୍ଯ୍ୟରେ କରି ଦେଖାଇଛନ୍ତି । କିନ୍ତୁ କଂଗ୍ରେସ ଓ ବିଜେଡ଼ି ଆତ୍ମ ସମୀକ୍ଷା କରିବା ଉଚିତ ବୋଲି କହିଛନ୍ତି ସାଂସଦ ।
Read More >