ଆସନ୍ତା କାଲି ତୃତୀୟ ପର୍ଯ୍ୟାୟ ମତଦାନ । ମେ ୭ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ ହେବାକୁ ଯାଉଛି । ଆସନ୍ତାକାଲି ୧୦ ଟି ରାଜ୍ୟ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ ଟି ଆସନରେ ଭୋଟ ଗ୍ରହଣ କରାଯିବ । ଏଇଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ସମସ୍ତ ବୁଥରେ କଡାକଡି ଭାବେ ସୁରକ୍ଷା ଦେବାପାଇଁ ସବୁ ବ୍ୟବସ୍ଥା କରାଯାଇଛି । ସାଧାରଣ ନିର୍ବାଚନ ପାଇଁ ପର୍ଯ୍ୟାୟ ପର୍ଯ୍ୟାୟ କ୍ରମେ ମଦ ହେବା ବୋଲି ନିର୍ବାଚନ କମିଶନର ଘୋଷଣା କରିଥିଲେ । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଦେଶରେ ପର୍ଯ୍ୟାୟ ପର୍ଯ୍ୟାୟ କ୍ରମରେ ମତଦାନ କରାଯାଉଛି ।
ଅଧିକ ପଢନ୍ତୁ :ଆନ୍ଧ୍ର ଡିଜିପିଙ୍କଙ୍କୁ ବଦଳି କଲେ ନିର୍ବାଚନ କମିଶନ