ନୂଆଦିଲ୍ଲୀ: ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଗୋଟିଏ ଦଳର ଅନ୍ୟ ଦଳ ପୁଣି ଆଉ ଗୋଟିଏ ଦଳକୁ ଡେଉଁଥିବା ନେତାଙ୍କ ଉପରେ କଟକଣା ଲଗାଇବାକୁ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ କପିଲ ସିବଲ ଏକ ପ୍ରସ୍ତାବ ଦେଇଛନ୍ତି । କପିଲ ସିବଲ୍ ରାଜନୈତିକ ଘୋଡ଼ା ବେପାରେ ସାମିଲ ହେଉଥିବା ବା ଦଳ ବଦଳ କରୁଥିବା ସାଂସଦ କିମ୍ବା ବିଧାୟକଙ୍କ ଉପରେ ଅତିକମରେ ୧୦ ବର୍ଷ ପାଇଁ କଟକଣା ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି ।
Read More >