ନୂଆବର୍ଷ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। କିଛି ଘଣ୍ଟା ମଧ୍ୟରେ ସମଗ୍ର ବିଶ୍ୱ ନୂଆବର୍ଷ ପାଳନ କରିବ। ଅନଲାଇନ୍ ସପିଂ ଠାରୁ ଆରମ୍ଭ କରି ପାର୍ଟି ଯୋଜନା ପର୍ଯ୍ୟନ୍ତ ନୂତନ ବର୍ଷର ପୂର୍ବ ସନ୍ଧ୍ୟାରେ ପ୍ରସ୍ତୁତ ହେଉଥିବା ଲୋକମାନେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରନ୍ତି। ନବବର୍ଷ ପୂର୍ବରୁ, ସ୍ୱିଗି, ଜୋମାଟୋ, ଆମାଜନ ଏବଂ ଫ୍ଲିପକାର୍ଟ ସମେତ ଡେଲିଭରି କର୍ମଚାରୀମାନେ ଦେଶବ୍ୟାପୀ ଧର୍ମଘଟ ଘୋଷଣା କରିଛନ୍ତି।
Read More >