ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀରେ ହରିୟାଣା ବିଧାନସଭା ନିର୍ବାଚନରେ ଭୋଟ ଚୋରିର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ହରିୟାଣାର କିଛି ପୋଲିଂ ବୁଥରୁ ଭୋଟର ତାଲିକାର ଫଟୋ ଦେଖାଇ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ୨ କୋଟି ଭୋଟରଙ୍କ ମଧ୍ୟରୁ ପ୍ରାୟ ୨୫ ଲକ୍ଷ ଭୋଟର ନକଲି। ଅର୍ଥାତ୍ ପ୍ରତି ୮ଟି ଭୋଟରେ ଗୋଟିଏ ଭୋଟ ଚୋରି ହେଉଛି।
Read More >