ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କର ସାକ୍ଷାତର କିଛି ମିନିଟ୍ ପୂର୍ବରୁ  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୩୩ ବର୍ଷର ବ୍ୟବଧାନ ପରେ ଆମେରିକୀୟ ସେନାକୁ ପରମାଣୁ ଅସ୍ତ୍ର ପରୀକ୍ଷଣ ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକା ଶେଷ ଥର ପାଇଁ ୧୯୯୨ ମସିହାରେ ଏକ ପରମାଣୁ ପରୀକ୍ଷଣ କରିଥିଲା।
                                            
                                            Read More >