ପଶ୍ଚିମବଙ୍ଗ ସରକାର 'ଦ ୱେଷ୍ଟ ବେଙ୍ଗଲ ପବ୍ଲିକ ସେଫ୍ଟି ଆଣ୍ଡ କଣ୍ଟ୍ରୋଲ ଅଫ୍ ଆଣ୍ଟି-ସୋସିଆଲ ଆକ୍ଟିଭିଷ୍ଟସ ବିଲ୍, ୨୦୨୬' ଆଣୁଛନ୍ତି। ଏହି ବିଧେୟକ ଅଧୀନରେ ଗୁଣ୍ଡାମାନଙ୍କୁ ବର୍ଷେ ପର୍ଯ୍ୟନ୍ତ ଗିରଫ କରାଯାଇ ହିରାସତରେ ରଖାଯାଇପାରିବ। ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି ସାର୍ବଜନୀନ ସୁରକ୍ଷା, ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା, ଏହା ସହିତ ଅସାମାଜିକ ଗତିବିଧି ଏବଂ ଅପରାଧୀମାନଙ୍କ ଉପରେ କଠୋର ଭାବେ ଅଙ୍କୁଶ ଲଗାଇବା।
Read More >