ଦେଶର ନୂଆ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନକଡ,ବହୁ ମାନ୍ୟଗଣ୍ୟ ବକ୍ତିବିଶେଷ ଉପସ୍ଥିତ
Khabar Odisha:Jagdeep-Dhankad-took-oath-as-the-new-Vice-President-of-the-country
ନୂଆଦିଲ୍ଲୀ , ଅଗଷ୍ଟ 11(ଖବର ଓଡ଼ିଶା):

 ଦେଶର ନୂଆ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନକଡ । ଜଗଦୀପ ଧନକଡ ୧୪ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ମହାମହିମ ଦ୍ରୌପଦୀ ମୁର୍ମୁ ପଦ ଏବଂ ଗୋପନୀୟତାର ପାଠ କରାଇଥିଲେ ।

Former Bengal Governor Jagdeep Dhankhar is India's 14th Vice President -  India News

ଏହାସହ ବହୁ ମାନ୍ୟଗଣ୍ୟ ବକ୍ତିବିଶେଷ ଉପସ୍ଥିତ ଥିଲେ ।  ପୂର୍ବତନ ରାଷ୍ଟ୍ରପତି ଏବଂ ଉପାରାଷ୍ଟ୍ରପତି ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି । 

NDA names WB Governor Jagdeep Dhankhar as Vice President candidate

ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ପ୍ରତିରକ୍ଷ ମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ବିଜେପି ଅଧ୍ୟକ୍ଷ, ଜେ.ପି ନଡ୍ଡା ଉପସ୍ଥିତ ଥିଲେ । ଜଗଦୀପ ଧନଖଡ଼

୧୯୫୧ ମସିହା ମେ ୧୮ରେ ଜନ୍ମ ଗ୍ରହଣ କରିଥିଲେ ।

  • Tags:

Subscribe

National International State Sports Entertainment