ପଶ୍ଚିମବଙ୍ଗ ସରକାର ୨୩ ଜଣ IAS ଅଫିସରଙ୍କୁ ବଦଳି କରି କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ପରିବର୍ତ୍ତନ କରିଛନ୍ତି। ଅର୍ଥ, କୃଷି, ଖାଉଟି, ଆବାସ, ସୂଚନା ପ୍ରଯୁକ୍ତି, ନଗର ପ୍ରଶାସନ ଏବଂ ପର୍ଯ୍ୟଟନ ଭଳି ବିଭାଗଗୁଡ଼ିକରେ ନୂଆ ଅଫିସରମାନଙ୍କୁ ଦାୟିତ୍ୱ ଦିଆଯାଇଛି। କେତେକ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ADM) ସ୍ତରର ଅଫିସରମାନଙ୍କୁ ମଧ୍ୟ ନୂଆ ପୋଷ୍ଟିଂ ମିଳିଛି।
Read More >