ଦିଲ୍ଲୀରେ ରେ ଆରମ୍ଭ ହେଲା ଓମିକ୍ରନର ଗୋଷ୍ଠୀ ସଂକ୍ରମଣ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସତର୍କ ସୁଚନା ନୂଆଦିଲ୍ଲୀ,ଜାନୁଆରୀ 15(ଖବର ଓଡ଼ିଶା): Share story: ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ବର୍ତ୍ତମାନ ସୁଚନା ମିଳିଛି । ଏନେଇ ଦିଲ୍ଲୀ ଆଇଏଲବିଏସ୍ ର କ୍ଲିନିକାଲ ଭାଇରୋଲୋଜି ବିଭାଗ ପକ୍ଷରୁ ପ୍ରମାଣ ମିଳିଛି । ତେବେ ଏହାରି ଭିତରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ମଧ୍ୟ ଆଜି କହିଛନ୍ତି ଯେ କରୋନାର ତୃତୀୟ ଲହର ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ଯାହାଫଳରେ ଅଧିକରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ କରୋନା ଭାଇରସ୍ ବୃଦ୍ଧିକୁ ଦୃଷ୍ଟିରେ ରଖି ଯଦି ଆବଶ୍ୟକ ହୁଏ ପ୍ରତିବନ୍ଧକ ଲଗାଯିବ, , କିନ୍ତୁ ଯଦି କରୋନା ମାମଲା ହ୍ରାସ ପାଇବା ଆରମ୍ଭ କରେ, ତେବେ ପ୍ରତିବନ୍ଧକକୁ କୋହଳ କରାଯିବ । ସରକାର କହିଛନ୍ତି ଯେ ବର୍ତ୍ତମାନ ୨୫୨୯ ରୋଗୀ ଡାକ୍ତରଖାନାରେ ଅଛନ୍ତି ଏବଂ ପ୍ରାୟ ୮୧୫ ରୋଗୀ ଅମ୍ଳଜାନ ସହାୟତାରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ୯୯ ଜଣ ଭେଣ୍ଟିଲେଟରରେ ଅଛନ୍ତି। ଦେଶରେ ପୁଣି କରୋନା ବିସ୍ଫୋରଣ । ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୬୦ ହଜାର ତଳେ ଥିଲା ବେଳେ ଏବେ ସଂକ୍ରମଣ ପୁଣି ଅଢେଇ ଲକ୍ଷ ଟପିଛି । ଖବର ଓଡ଼ିଶା, Reporter, 15/01/2022 ୟୁପିରେ ହାଇଆର୍ଲଟ :ସାରା ରାଜ୍ୟରେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ ମୁତୟନ Smitanjali Routray | 29/03/2024 ଉତ୍ତରପ୍ରଦେଶରେ ହାଇଆର୍ଲଟ। ଗତକାଲି ଗୁରୁବାର ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଆନସାରୀଙ୍କ ଜେଲରେ ହୃଦଘାତରେ ମୃତ୍ୟୁ ହୋଇଛି । ମୁଖତାର ର ମୃତ୍ୟୁ ପରେ ଉତ୍ତରପ୍ରଦେଶରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । Read More > ଆଜି ଗୁଡ୍ ଫ୍ରାଇଡେ Sasmita Das | 29/03/2024 ଆଜି ଗୁଡ୍ ଫ୍ରାଇଡେ । ଏହା ହେଉଛି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏକ ବିଶେଷ ପର୍ବ । ମାନବ ଜାତି ପାଇଁ ପ୍ରଭୁ ଯୀଶୁଙ୍କ ବଳିଦାନ ଅବର୍ଣ୍ଣନୀୟ । ପ୍ରଭୁ ଯୀଶୁଙ୍କ ସେହି ବଳିଦାନକୁ ମନେ ପକାଇବା ପାଇଁ ସାରା ଭାରତ ବର୍ଷରେ ଏହି ପବିତ୍ର ପର୍ବ ପାଳନ କରାଯାଉଛି । ବିଶେଷ କରି ଖ୍ରୀଷ୍ଟ ଧର୍ମାବଲମ୍ବିମାନେ ଏହି ପର୍ବକୁ ଆନନ୍ଦର ସହ ପାଳନ କରିଥାନ୍ତି । Read More > ଘାଟିକୁ ଖସିଲା ଭ୍ୟାନ : ଅନେକ ମୃତ Baisakhi Rani | 29/03/2024 ପୁଣି ଘଟିଲା ସଡ଼କ ଦୁର୍ଘଟଣା । ଚାଲିଗଲା ୧୦ ନିରୀହ ଜୀବନ । ହସଖୁସିରେ କରୁଥିବା ଯାତ୍ରା ଜୀବନର ଶେଷ ଯାତ୍ରା ହେବ ବୋଲି କିଏ ବା ଜାଣିଥିଲା । ଏପରି ଏକ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଘଟିଛି । ଏହି ଦୁର୍ଘଟଣାରେ ଭାରସ୍ୟାମ ହରାଇ ଘାଟିକୁ ଖସିଲା ଭ୍ୟାନ ଯାହାଫଳରେ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି Read More > ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍ ସେବା Ankita Lenka | 29/03/2024 Read More > ରାଜଧାନୀ ଦିଲ୍ଲୀରେ ୫ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ Smitanjali Routray | 29/03/2024 ରାଜଧାନୀ ଦିଲ୍ଲୀରେ ଅତ୍ୟନ୍ତ ଲଜ୍ଜା ଏବଂ ଅଭାବନୀୟ ଘଟଣା ଘଟିଛି। ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଦିଲ୍ଲୀର ବାୱାନା ଅଞ୍ଚଳରେ କିଛି ଦିନ ତଳେ ଘଟଣା ଘଟିଛି। Read More > ଏପ୍ରିଲ୍ ୪ରୁ JEE ମେନ୍ ପରୀକ୍ଷା Sasmita Das | 29/03/2024 ଏପ୍ରିଲ୍ ୪ରୁ JEE ମେନ୍ ପରୀକ୍ଷା । ଦେଶରେ ୩୧୯ଟି ସହରରେ ପରୀକ୍ଷା କେନ୍ଦ୍ର ରହିଥିଲା ବେଳେ ଦେଶ ବାହାରେ ୨୨ ସହରରେ ପରୀକ୍ଷା କେନ୍ଦ୍ର ରହିଛି । ଏପ୍ରିଲ୍ ୪ରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍) ୨୦୨୪ ସେସନ୍-୨ ଆରମ୍ଭ ହେବ। ଏପ୍ରିଲ୍ ୪ରୁ JEE ମେନ୍ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ୱେବ୍ସାଇଟ୍ରେ ଆବେଦନକାରୀଙ୍କ ଆଡ ଆଡମିଟ୍ କାର୍ଡ ସହ ସେଥିରେ ପରୀକ୍ଷା କେନ୍ଦ୍ର ତାଲିକା ଉପଲବ୍ଧ ହେଉଛି । Read More > ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ Ankita Lenka | 29/03/2024 ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାରଠାରୁ ଏହି ପ୍ରକ୍ରିୟା ପୁଣିଥରେ ଆରମ୍ଭ ହୋଇଛି। Read More > ନିଲମ୍ବିତ ହେଲେ ପାଇଲଟ୍ Baisakhi Rani | 29/03/2024 ନିଲମ୍ବିତ ହେଲେ ପାଇଲଟ୍ । ମଦ ପିଇ ବିମାନ ଚଳାଉଥିବାରୁ ପାଇଲଟଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲା ଏୟାର ଇଣ୍ଡିଆ Read More > କୁଖ୍ୟାତ ମାଫିଆ ମୁଖତାର ଅନସାରୀର ମୃତ୍ୟୁ Ankita Lenka | 29/03/2024 ଏକାଧିକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କୁଖ୍ୟାତ ମାଫିଆ ମୁଖତାର ଅନସାରୀର ମୃତ୍ୟୁ ଘଟିଛି। Read More > କାଫେ ବିସ୍ଫୋରଣ ମାମଲା : ଆଉ ଜଣେ ଗିରଫ Baisakhi Rani | 29/03/2024 ଗତ ମାର୍ଚ୍ଚ ୧ ତାରିଖରେ ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ଜଣେ ସନ୍ଦିଗ୍ଧ ବିସ୍ଫୋରଣ କରିଥିଲା । ଏହି ବିସ୍ଫୋରଣରେ ପ୍ରାୟ ୧୦ ଜଣ ଆହତ ହୋଇଥିଲେ । ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳି ଯାଇଥିଲା Read More > କେଜ୍ରିୱାଲଙ୍କ ରିମାଣ୍ଡ ଅବଧି ୪ ଦିନ ବଢ଼ିଲା Ankita Lenka | 28/03/2024 ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି ଆହୁରି ୪ ଦିନ ବୃଦ୍ଧି ପାଇଛି। Read More > ଖୁବଶୀଘ୍ର ରାସ୍ତାରୁ ହଟିବ ଟୋଲ ପ୍ଲାଜା Ankita Lenka | 28/03/2024 ଖୁବଶୀଘ୍ର ଦେଶର ଜାତୀୟ ରାଜପଥରେ ଟୋଲ ସଂଗ୍ରହ ପାଇଁ ଉପଗ୍ରହ ଆଧାରିତ ବ୍ୟବସ୍ଥା ଆରମ୍ଭ ହେବା ସହ ବର୍ତ୍ତମାନ ଟୋଲ ସଂଗ୍ରହ କରିବାର ବ୍ୟବସ୍ଥାକୁ ଉଠାଇ ଦିଆଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ। Read More > Tweets by Khabar Odisha Recent ଗୋପାଳପୁରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା ମୁଁହରେ ସ୍ପ୍ରେ କରି ଦୋକାନୀଙ୍କୁ ଲୁଟିଲେ ଲୁଟେରା ୟୁପିରେ ହାଇଆର୍ଲଟ :ସାରା ରାଜ୍ୟରେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ ମୁତୟନ ଭୟ ବଢ଼ାଉଛି ହାତୀ ଆକ୍ରମଣ ଭିଡିଓ