ଜାତୀୟ ରାଜଧାନୀ ବାଟଲା ହାଉସ୍ ଅଞ୍ଚଳର ଜଣେ ୨୩ ବର୍ଷୀୟା ମହିଳା ଫହୀମ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଗଣଦୁଷ୍କର୍ମ, ନିର୍ଯାତନା ଏବଂ ଧର୍ମାନ୍ତରୀକରଣ ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ଦକ୍ଷିଣ ଦିଲ୍ଲୀର ଏକ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି।
Read More >