ଆଜିକାଲି ଇଣ୍ଟରନେଟ ଯୁଗରେ ପକେଟରେ ଆଉ କେହି ଟଙ୍କା ଧରୁନାହାନ୍ତି । ଫୋନରୁ ପେମେଣ୍ଟ କରୁଛନ୍ତି। ଆଉ ଏହି ପେମେଣ୍ଟରେ ସର୍ବାଧିକ ବ୍ୟବହାର କରାଯାଉଥିବା ଆପ୍ ହେଉଛି ଫୋନ ପେ ଏବଂ ଗୁଗଲ ପେ'।ପ୍ରତିଦିନ କୋଟି କୋଟି ଟଙ୍କା ଗୁଗୁଲ୍ ପେ' ରେ ହିଁ ଟ୍ରାଞ୍ଜାକ୍ସନ କରୁଛନ୍ତି ଏବଂ ଏହି ଆପ ମାଧ୍ୟମରେ ଲୋକମାନେ ମୋବାଇଲ ରିଚାର୍ଜ କରିବା ସହିତ ଗ୍ୟାସ ବିଲ , ବିଦ୍ୟୁତ ବିଲ ଏବଂ କ୍ରେଡିଟ କାର୍ଡ ବିଲ ମଧ୍ୟ ଦେଇପାରିବେ ।
Read More >